ETV Bharat / state

ତିଳେଇପଶି ଗ୍ରାମବାସୀଙ୍କ ପାଇଁ ପକ୍କାଘର ସାତ ସ୍ୱପ୍ନ - housing scheme is far distance Tileipashi

ଅପହଞ୍ଚ ହୋଇ ରହିଛି ସରକାରଙ୍କ ଆବାସ ଯୋଜନା । ପକ୍କା ଘର ଖଣ୍ଡିଏ ପାଇବା ସାତସ୍ବପ୍ନ ହୋଇ ରହିଛି ଗ୍ରାମବାସୀଙ୍କ ପାଇଁ । ଝାଟିମାଟି ନଡ଼ା ଛପର କୁଡ଼ିଆକୁ ଆଶ୍ରା କରି ଦିନ କାଟୁଛନ୍ତି 72ଟି ଗରିବ ଆଦିବାସୀ ପରିବାର । ରିଆମାଳ ବ୍ଲକ ତିଳେଇପଶି ଗାଁରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । ଅଧିକ ପଢନ୍ତୁ...

ରିଆମାଳ ବ୍ଲକରିଆମାଳ ବ୍ଲକ ତିଳେଇପଶି ଗାଁ, ଏଠି ଆବାସ ଯୋଜନା ଯୋଜନ ଦୂରରେ

author img

By

Published : Dec 21, 2020, 10:34 PM IST

ଦେବଗଡ଼ : ଜିଲ୍ଲା ରିଆମାଳ ବ୍ଲକ ନାଉଳିପଡା ପଞ୍ଚାୟତର ତିଳେଇପଶି ଗାଁ । ଏହି ଗାଁରେ ବସବାସ କରନ୍ତି 72ଟି ଗରିବ ଆଦିବାସୀ ପରିବାର । ଏହି ପରିବାରଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଖଣ୍ଡିଏ ପକ୍କା ଘର । ଝାଟିମାଟି ଓ ନଡ଼ାଛପର କୁଡ଼ିଆରେ ଦୟନୀୟ ଭାବେ ବର୍ଷ ବର୍ଷ ଧରି ଦିନ କାଟି ଆସୁଛନ୍ତି ଗାଁର 72ଟି ପରିବାର ।

ରିଆମାଳ ବ୍ଲକରିଆମାଳ ବ୍ଲକ ତିଳେଇପଶି ଗାଁ, ଏଠି ଆବାସ ଯୋଜନା ଯୋଜନ ଦୂରରେ

ସେପଟେ ଗରିବ ବାସହୀନ ଲୋକଙ୍କୁ ପକ୍କା ବାସଗୃହ ଯୋଗାଇ ଦେବା ପାଇଁ ସରକାର ବିଜୁ ପକ୍କା ବାସଗୃହ ଯୋଜନା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପର୍ଯ୍ୟନ୍ତ କେତେକଣ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି । ହେଲେ ତିଳେଇପଶି ଗାଁର ଏହି ଗରିବ ବାସହୀନ ପରିବାରଙ୍କ ପାଖରେ ଏହି ସରକାରୀ ଯୋଜନା ଆଜିବି ଅପହଞ୍ଚ ହୋଇ ରହିଛି ।

ସରକାରୀ କଳର ଅପାରଗତା ଯୋଗୁଁ ଏହି ଲୋକହିତକର ଯୋଜନାର ସୁଫଳ ଏଯାଏଁ ପ୍ରକୃତ ହିତାଧିକାରୀ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଗରିବ ବାସହୀନ ଲୋକଙ୍କୁ ପକ୍କା ବାସଗୃହ ଯୋଗାଇ ଦେବା ଲକ୍ଷରେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଅଜସ୍ର ଅର୍ଥ ବ୍ୟୟ କରି ଚାଲିଥିବାବେଳେ ତିଳେଇପଶି ଗାଁର ଅବସ୍ଥା ଦେଖିଲେ ଏହି ଯୋଜନା ଜିଲ୍ଲାରେ ଲକ୍ଷଚ୍ୟୁତ ହେଲା ଭଳି ମନେ ହେଉଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.