ଦେବଗଡ: ରାଜ୍ୟ ରାଜପଥ ଉପରେ ପଡିରହିଛି ଶହ ଶହ କ୍ୱିଣ୍ଟାଲ ଧାନବସ୍ତା । ରାସ୍ତାକୁ ଅବରୋଧ କରି ରହିଛନ୍ତି ଚାଷୀକୁଳ । ଚଳିତ ବର୍ଷ ଧାନ କିଣାରେ ଦେଖା ଦେଇଥିବା ଅବ୍ୟବସ୍ଥା ପ୍ରତିବାଦରେ ତାରଙ୍ଗ ସେବା ସମବାୟ ସମିତିର ଚାଷୀକୁଳ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
4 ଦିନରୁ ଦେବଗଡରେ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ - ଚାଷୀ ଆନ୍ଦୋଳନ
ଦେବଗଡ ରାଜ୍ୟ ରାଜପଥରେ ଆନ୍ଦୋଳନରେ ବସି ରହିଛନ୍ତି ଚାଷୀ । ଧାନ କିଣାରେ ଅବ୍ୟବସ୍ଥା ପ୍ରତିବାଦରେ ଆନ୍ଦୋଳନ ଜାରି ରହିଥିବା ସୂଚନା । ଅଧିକ ପଢନ୍ତୁ...

4 ଦିନ ଧରି ଦେବଗଡରେ ଜାରିରହିଛି ଚାଷୀଙ୍କ ଆନ୍ଦୋଳନ
ଦେବଗଡ: ରାଜ୍ୟ ରାଜପଥ ଉପରେ ପଡିରହିଛି ଶହ ଶହ କ୍ୱିଣ୍ଟାଲ ଧାନବସ୍ତା । ରାସ୍ତାକୁ ଅବରୋଧ କରି ରହିଛନ୍ତି ଚାଷୀକୁଳ । ଚଳିତ ବର୍ଷ ଧାନ କିଣାରେ ଦେଖା ଦେଇଥିବା ଅବ୍ୟବସ୍ଥା ପ୍ରତିବାଦରେ ତାରଙ୍ଗ ସେବା ସମବାୟ ସମିତିର ଚାଷୀକୁଳ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
4 ଦିନରୁ ଦେବଗଡରେ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ

Last Updated : Mar 5, 2021, 8:17 PM IST