ETV Bharat / state

ଅବକାରୀ ବିଭାଗ ଚଢ଼ାଉ, ବିପୁଳ ଦେଶୀମଦ ଜବତ

author img

By

Published : Jun 24, 2020, 4:06 AM IST

ଦେବଗଡ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଅବକାରୀ ନିରୀକ୍ଷକ ପଦ୍ମ ଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ରିଆମାଳ ବ୍ଲକର ମାଧପାଲି ଓ ତେଲିମୁଣ୍ଡା ଗାଁରେ ଚଢ଼ାଉ କରାଯାଇ 17 ଲିଟର ଦେଶୀମଦ ସମେତ 1280 କିଲୋ ମହୁଲ ପଚ ଓ ବିପୁଳ ମଦରନ୍ଧା ସାମଗ୍ରୀ ଜବତ କରାଯାଇଛି ।

excise-department-raided-large-quantity-of-desi-liquor-sized
ଅବକାରୀ ବିଭାଗ ଚଢ଼ାଉ, ବିପୁଳ ଦେଶୀମଦ ଜବତ

ଦେବଗଡ଼: ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରା ଦେଶୀମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ରିଆମାଳ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ଦେଶୀମଦ, ମହୁଲ ପଚ ଓ ମଦରନ୍ଧା ସାମଗ୍ରୀ ଜବତ କରାଯାଇଛି । ଏଥି ସହିତ 2 ଜଣଙ୍କୁ ଗିରଫ କରାଯାଇଛି ।

ଅବକାରୀ ବିଭାଗ ଚଢ଼ାଉ, ବିପୁଳ ଦେଶୀମଦ ଜବତ

ଦେବଗଡ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଅବକାରୀ ନିରୀକ୍ଷକ ପଦ୍ମ ଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ରିଆମାଳ ବ୍ଲକର ମାଧପାଲି ଓ ତେଲିମୁଣ୍ଡା ଗାଁରେ ଚଢ଼ାଉ କରାଯାଇ 17 ଲିଟର ଦେଶୀମଦ ସମେତ 1280 କିଲୋ ମହୁଲ ପଚ ଓ ବିପୁଳ ମଦରନ୍ଧା ସାମଗ୍ରୀ ଜବତ କରାଯାଇଛି । ଏଥିସହିତ ଏଥିରେ ସମ୍ପୃକ୍ତ ଥିବା ମାଧପାଲି ଗାଁର ଧନେଶ୍ୱର ବେହେରା ଓ ଈଶ୍ୱରପାଲି ଗାଁର ପାହାନ୍ତି ସାହୁଙ୍କୁ ଗିରଫ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ଅଧିକ୍ଷକ ପଦ୍ମଲୋଚନ ପ୍ରଧାନଙ୍କ ସହିତ ଏଏସଆଇ ଗୋବିନ୍ଦ ଚନ୍ଦ୍ର ସାହୁ, ପଦ୍ମଳୟା ମୁଣ୍ଡା, ବାଦଲ କୁମାର ବ୍ରହ୍ମା, ଅମରେନ୍ଦ୍ର ବସନ୍ତରା ପ୍ରମୁଖ ଉପସ୍ଥିତ ଥିଲେ ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.