ETV Bharat / state

ଇଟିଭି ଭାରତ ପ୍ରଭାବ, 3 ବାପାମାଆ ଛେଉଣ୍ତ ଛୁଆଙ୍କ ସାହା ହେଲା ପ୍ରଶାସନ - etv bharat impact

ଇଟିଭି ଭାରତର ପ୍ରଭାବ । ଖବର ପ୍ରସାରଣ ପରେ ବାପାମାଆ ଛେଉଣ୍ତ 3 ଭାଇଭଇଣୀଙ୍କ ପାଖରେ ପହଁଚିଲା ପ୍ରଶାସନ । ଥଇଥାନ ପାଇଁ ହେବ ବ୍ୟବସ୍ଥା । ଅଧିକ ପଢନ୍ତୁ....

ETV India's influence has reached the parents of 3 siblings
ଇଟିଭି ଭାରତର ପ୍ରଭାବ,ବାପାମାଆ ଛେଇଣ୍ତ 3 ଭାଇଭଇଣୀଙ୍କ ପାଖରେ ପହଁଚିଲା ପ୍ରଶାସନ
author img

By

Published : May 12, 2020, 4:48 PM IST

Updated : May 12, 2020, 4:54 PM IST

ଦେବଗଡ଼: ଇଟିଭି ଭାରତ ପ୍ରଭାବ । ଖବର ପ୍ରସାରଣ ପରେ ଖଜୁରିଖମଣ ଗାଁରେ 3 ବାପାମାଆ ଛେଉଣ୍ଡ ଛୁଆଙ୍କ ପାଖରେ ପହଁଚିଲା ପ୍ରଶାସନ । ଦେବଗଡ଼ର ଖଜୁରୀଖମଣ ଗାଁରେ ବାପାମାଆ ଛେଉଣ୍ତ ତିନି ଭାଇଭଉଣୀ ଦୀର୍ଘ ଛଅ ବର୍ଷ ହେଲା ବଞ୍ଚିବା ପାଇଁ ସଂଘର୍ଷ କରି ଆସୁଥିଲେ । ଏପରିକି ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ ଥିଲା । ହେଲେ ଏସମ୍ପର୍କରେ ଗତ 8 ତାରିଖ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା ।

ଇଟିଭି ଭାରତର ପ୍ରଭାବ,ବାପାମାଆ ଛେଇଣ୍ତ 3 ଭାଇଭଇଣୀଙ୍କ ପାଖରେ ପହଁଚିଲା ପ୍ରଶାସନ

ଏହି ଖବର ପ୍ରସାରଣ ପରେ ଏନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପରେ,ତିନିପିଲାଙ୍କୁ ଥଇଥାନ ପାଇଁ ପ୍ରଶାସନିକ ତତ୍ପରତା ଦେଖାଇଛି । ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଚାଇଲ୍ଡ ଲାଇନ ସଦସ୍ୟମାନେ ଖଜୁରିଖମଣ ଗାଁକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଭାଇଭଉଣୀଙ୍କ ଥଇଥାନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି ,ଇଟିଭି ଭାରତ

Last Updated : May 12, 2020, 4:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.