ETV Bharat / state

ଦ୍ବିତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ କଟକର ଜିଲ୍ଲା ପରିଷଦ ପ୍ରାର୍ଥୀ - ପଞ୍ଚାୟତ ନିର୍ବାଚନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ନାମାଙ୍କନ ପତ୍ର ଭରିଲେ କଟକ ଜିଲ୍ଲାର କଂଗ୍ରେସ ଓ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ । ଅଧିକ ପଢନ୍ତୁ

ଦ୍ବିତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ କଟକର ଜିଲ୍ଲା ପରିଷଦ ପ୍ରାର୍ଥୀ

author img

By

Published : Jan 19, 2022, 9:35 AM IST

କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀ । ନାମାଙ୍କନର ଦ୍ବିତୀୟ ଦିନରେ କୋଭିଡ କଟକଣା ଭିତରେ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ଆସି କଟକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । କଟକ ଜିଲ୍ଲାର ଉଭୟ କଂଗ୍ରେସ ଓ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।

ଦ୍ବିତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ କଟକର ଜିଲ୍ଲା ପରିଷଦ ପ୍ରାର୍ଥୀ

କଟକ ଜିଲ୍ଲାରେ 46ଟି ଜିଲ୍ଲା ପରିଷଦ ସିଟ୍ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ନାମ ଘୋଷଣା କରିସାରିଛନ୍ତି । ପ୍ରାର୍ଥୀ ପତ୍ର ଦାଖଲ ପରେ ସେମାନେ ନିଜ ଅଞ୍ଚଳର ଉନ୍ନତି ପାଇଁ ଭୋଟରଙ୍କ ପାଖରେ ପହଞ୍ଚିବେ । କହିରଖୁଛୁ କି, ଫେବୃୟାରୀ ୧୬ରୁ ରାଜ୍ୟରେ ୫ ପର୍ଯ୍ୟାୟରେ ନିର୍ବାଚନ ହେବ । ଏନେଇ ସୋମବାରଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.