ETV Bharat / state

ଏସସିବି ମେଡିକାଲ ପରିଦର୍ଶନ କଲେ ବିଶ୍ବବ୍ୟାଙ୍କ ଟିମ - ବିଶ୍ବବ୍ୟାଙ୍କ

ଫନି ବାତ୍ୟାରେ ଢେର ପ୍ରଭାବିତ ହୋଇଛି କଟକ ଏସସିବି ମେଡିକାଲ । ବାତ୍ୟା ପବନ ମାଡରେ ଅନେକ କ୍ଷୟକ୍ଷତି ହୋଇଛି । ତେବେ ଏହାର ସ୍ଥିତି ସମୀକ୍ଷା କରିବା ପାଇଁ ଆଜି ଏସସିବି ମେଡିକାଲରେ ପହଞ୍ଚିଥିଲେ ବିଶ୍ବବ୍ୟାଙ୍କ ଟିମ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
author img

By

Published : May 28, 2019, 7:33 PM IST

କଟକ: ଫନି ବାତ୍ୟାରେ ଢେର ପ୍ରଭାବିତ ହୋଇଛି କଟକ ଏସସିବି ମେଡିକାଲ । ତେବେ ଏସସିବି ମେଡିକାଲର ବିଭିନ୍ନ ବିଭାଗ 'ଫନି'ର କୋପରୁ ବର୍ତ୍ତି ପାରିନାହିଁ । ବାତ୍ୟା ପବନ ମାଡରେ ଅନେକ କ୍ଷୟକ୍ଷତି ହୋଇଛି । ତେବେ ଏହାର ସ୍ଥିତି ସମୀକ୍ଷା କରିବା ପାଇଁ ଆଜି ଏସସିବି ମେଡିକାଲରେ ପହଞ୍ଚିଥିଲେ ବିଶ୍ବବ୍ୟାଙ୍କ ଟିମ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଦୁଇ ଜଣିଆ ଟିମ ସର୍ଜରୀ, ମେଡିସିନ, କାର୍ଡିଓଲୋଜି ଆଦି ବିଭାଗ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ଟିମ । ଟିମଙ୍କ ସହ ମେଡିକାଲର ସୁପରିଟେଣ୍ଡେଣ୍ଟ ଓ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ବାତ୍ୟା ସମୟରେ ଯାହା ବି କିଛି କ୍ଷତି ଘଟିଛି, ସେ ବାବଦୀୟ ବିସ୍ତୃତ ରିର୍ପୋଟ ବିଶ୍ବବ୍ୟାଙ୍କ ଟିମକୁ ପ୍ରଦାନ କରାଯାଇଛି ।

ଅପରପଟେ ସମସ୍ତ କ୍ଷୟକ୍ଷତି ସମୀକ୍ଷା କରାଯାଇ ରିର୍ପୋଟ ପ୍ରସ୍ତୁତ କରାଯିବ ଏବଂ ତାହାକୁ ସରକାରଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ଟିମର ସଦସ୍ୟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Slug - world bank team visits scb,rep - narayan,ctc,avb,28.05.19

ଆଂଙ୍କର ---ଫନି ବାତ୍ୟାରେ ଢେର ପ୍ରଭାବିତ ହୋଇଛି କଟକ ଏସ.ସି.ବି ମେଡିକାଲ । ତେବେ ଏସ୍‌ ସି ବି ମେଡିକାଲ ର ବିଭିନ୍ନ ବିଭାଗ ଫନି ବାତ୍ୟା ପବନ ମାଡରେ ଅନେକ କ୍ଷତି ହୋଇଛି । ତେବେ ଏହାର ସ୍ଥିତି ସମୀକ୍ଷା କରିବା ପାଇଁ ଆଜି ଏସ ସି ବି ମେଡିକାଲ ରେ ପହଞ୍ଚିଥିଲେ ଓ୍ବାଲର୍ଡ ବ୍ୟାଙ୍କ ଟିମ । ଦୁଇ ଜଣିଆ ଟିମ ସର୍ଜରୀ,ମେଡିସିନ, କାର୍ଡିଓଲୋଜି ଆଦି ବିଭାଗ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଟିମ ସହିତ ମେଡିକାଲ ର ସୁପରିଟେଣ୍ଡ, ଓ ଅନ୍ୟାନ ଅଧିକାରୀମାନେ ମଧ୍ୟ ବିଭିନ୍ନ ବିଭାଗ ବୁଲିଥିଲେ । ବାତ୍ୟା ସମୟରେ ଯାହା ବି କିଛି କ୍ଷତି ଘଟିଛି ସେ ବାବଦୀୟ ବିସ୍ତୃତ ରିର୍ପୋଟ ଓ୍ବାଲର୍ଡ ବ୍ୟାଙ୍କ ଟିମକୁ ପ୍ରଦାନ କରାଯାଇଛି । ଅପରପଟେ ସମସ୍ତ କ୍ଷୟକ୍ଷତି ସମୀକ୍ଷା କରାଯାଇ ରିର୍ପୋଟ ପ୍ରସ୍ତୁତ କରାଯିବ ଏବଂ ତାହାକୁ ସରକାରଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ଏସ ସି ବି ଗସ୍ତରେ ଆସିଥିବା ଓ୍ବାଲର୍ଡ ବ୍ୟାଙ୍କ ଟିମ।

ବାଇଟ - ୱାର୍ଲଡ ବ୍ୟାଙ୍କ ଟିମ ସଦସ୍ୟ।

Visuals byte through mail...
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.