ETV Bharat / state

କଟକରେ ବିଶ୍ବ ବ୍ୟାଙ୍କ ଟିମ, ଫନି କ୍ଷୟକ୍ଷତି ନେଇ କରିବେ ଅନୁଧ୍ୟାନ

କଟକରେ ବିଶ୍ଵବ୍ୟାଙ୍କ ଟିମ । ବାତ୍ୟା ଫନି ଯୋଗୁଁ ସହରରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଶୀଘ୍ର ପୁନଃ ଉଦ୍ଧାର କିପରି ହୋଇପାରିବ, ସେ ନେଇ ଜିଲ୍ଲାପାଳଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : May 26, 2019, 5:45 PM IST

କଟକ: ସିଲଭରସିଟିରେ ବିଶ୍ଵବ୍ୟାଙ୍କ ଟିମ । ବାତ୍ୟା ଫନି ଯୋଗୁଁ ହୋଇଥିବା କ୍ଷୟକ୍ଷତି ନେଇ କରିଛନ୍ତି ଅନୁଧ୍ୟାନ । ଏଥିସହ କ୍ଷତିକ୍ଷତିର ଶୀଘ୍ର ପୁନଃରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବାତ୍ୟା ଫନି ଯୋଗୁଁ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କହିଛନ୍ତି ବିଶ୍ବ ବ୍ୟାଙ୍କର ପ୍ରତିନିଧି ଟିମ୍ । ତେବେ ସହରକୁ ପୂର୍ବ ଭଳି ଗଢି ତୋଳିବାକୁ କଣ ଆବଶ୍ୟକତା ରହିଛି, ତାହା ଅନୁଧ୍ୟାନ କରିଛି ଟିମ୍ । ଫନି ଯୋଗୁଁ ବିଶେଷକରି ତଳିଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି । ଵର୍ତ୍ତମାନ ଲୋକଙ୍କ ସ୍ଥିତି କିପରି ରହିଛି ଓ ସେମାନଙ୍କ ଆଵଶ୍ୟକତାକୁ ଶୀଘ୍ର ପୂରଣ କରାଯିବ ବୋଲି ସୂଚନା ଦେଇଛନ୍ତି ଟିମ ସଦସ୍ୟ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.