ETV Bharat / state

ଛତ୍ରବଜାରରେ ଆକାଶଛୁଆଁ ପରିବା ଦର: ବାଇଗଣ 70କୁ ଝୁଡଙ୍ଗ 100 - ବନ୍ୟାଯୋଗୁଁ ପରିବା ନଷ୍ଟ

ବାଇଗଣ କିଲୋପ୍ରତି ୬୦ରୁ ୭୦ରେ ବିକ୍ରୟ ହେଉଥିବାବେଳେ, ପୋଟଳ ୮୦ରୁ ୧୦୦, ଝୁଡଙ୍ଗ ୧୦୦, ଭେଣ୍ଡି ୬୦ରୁ ୮୦, ବିଲାତି ୬୦ରୁ ୮୦, କାଙ୍କଣ କିଲୋପ୍ରତି ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଛି ।

vegitable price hike as state hit by floods
ଛତ୍ରବଜାରରେ ଆକାଶଛୁଆଁ ପରିବା ଦର, ଅସନ୍ତୋଷ ଗ୍ରାହକ
author img

By

Published : Sep 10, 2020, 9:29 PM IST

କଟକ: ଆକାଶଛୁଆଁ ପରିବା ଦର । କିଛିଦିନ ପୂର୍ବରୁ ଯେଉଁ ପରିବା ଶସ୍ତାରେ ମିଳୁଥିଲା, ତାହା ଏବେ ଦୁଇ ଗୁଣ ବୃଦ୍ଧି ପାଇଛି । ବିଶେଷକରି ଛତ୍ରବଜାର ପରିବା ବଜାରରେ ପରିବା ଦର ବୃଦ୍ଧିକୁ ନେଇ ଗ୍ରାହକମାନେ ଅସନ୍ତୋଷ ଜାହିର କରିଛନ୍ତି ।

ଛତ୍ରବଜାରରେ ଆକାଶଛୁଆଁ ପରିବା ଦର, ଅସନ୍ତୋଷ ଗ୍ରାହକ

ବାଇଗଣ କିଲୋପ୍ରତି ୬୦ରୁ ୭୦ରେ ବିକ୍ରୟ ହେଉଥିବାବେଳେ, ପୋଟଳ ୮୦ରୁ ୧୦୦, ଝୁଡଙ୍ଗ ୧୦୦, ଭେଣ୍ଡି ୬୦ରୁ ୮୦, ବିଲାତି ୬୦ରୁ ୮୦, କାଙ୍କଣ କିଲୋପ୍ରତି ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଛି ।

ବନ୍ୟାଯୋଗୁଁ ପରିବା ନଷ୍ଟ ହୋଇଯାଇଥିବା କାରଣରୁ ପରିବା ଦର ବୃଦ୍ଧି ପାଉଥିବା ପରିବା ବ୍ୟବସାୟୀ କହିଛନ୍ତି । ଅନ୍ୟପଟେ ଆସନ୍ତାକାଲି ଘାଣ୍ଟ ଥିବାରୁ ଗ୍ରାହକମାନେ ଏକ କିଲୋ ପରିବର୍ତ୍ତେ ୨୫୦ ନେଉଥିବାର ଦେଖିବାକୁ ମିଳିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.