ETV Bharat / state

ଅନୁଭବ ମହାନ୍ତିଙ୍କ ପୈତୃକ ଘରର ଚାବି ଫେରାଇଲେ ଅଭିନେତ୍ରୀ ବର୍ଷା - କଟକ ଖବର

ଅନୁଭବ ମହାନ୍ତିଙ୍କ ଘରର ଚାବି ଫେରାଇଲେ ଅଭିନେତ୍ରୀ ବର୍ଷା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଶେଷରେ ସାଂସଦ ଅନୁଭବ ମହାନ୍ତିଙ୍କ ପୈତୃକ ଘରର ଚାବି ଫେରାଇଛନ୍ତି । ଆଜି କଟକ ପରିବାର ଅଦାଲତରେ ଚାଲିଥିବା ମାମଲାର ଶୁଣାଣି ସମୟରେ ବର୍ଷା, କୋର୍ଟରେ ଅନୁଭବଙ୍କ ଘରର ଚାବିକୁ ଦାଖଲ କରିଛନ୍ତି । ତେବେ ପରବର୍ତ୍ତି ସମୟରେ ଏହି ଚାବି ଅନୁଭବଙ୍କ ପାଖକୁ ତାଙ୍କ ଓକିଲଙ୍କ ଜରିଆରେ ପହଞ୍ଚିବ । ଅଧିକ ପଢନ୍ତୁ

ଅନୁଭବ ମହାନ୍ତିଙ୍କ ପୈତୃକ ଘରର ଚାବି ଫେରାଇଲେ ଅଭିନେତ୍ରୀ ବର୍ଷା

author img

By

Published : Nov 2, 2022, 7:59 PM IST

କଟକ: ଅନୁଭବ ମହାନ୍ତିଙ୍କ ଘରର ଚାବି ଫେରାଇଲେ ଅଭିନେତ୍ରୀ ବର୍ଷା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଶେଷରେ ସାଂସଦ ଅନୁଭବ ମହାନ୍ତିଙ୍କ ପୈତୃକ ଘରର ଚାବି ଫେରାଇଛନ୍ତି । ଆଜି କଟକ ପରିବାର ଅଦାଲତରେ ଚାଲିଥିବା ମାମଲାର ଶୁଣାଣି ସମୟରେ ବର୍ଷା, କୋର୍ଟରେ ଅନୁଭବଙ୍କ ଘରର ଚାବିକୁ ଦାଖଲ କରିଛନ୍ତି । ତେବେ ପରବର୍ତ୍ତି ସମୟରେ ଏହି ଚାବି ଅନୁଭବଙ୍କ ପାଖକୁ ତାଙ୍କ ଓକିଲଙ୍କ ଜରିଆରେ ପହଞ୍ଚିବ ।

ସେପଟେ ଆଜିର ଶୁଣାଣି ସମୟରେ ଉଭୟ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାର ଅଦାଲତରେ ହାଜର ହୋଇଥିଲେ । ବର୍ଷାଙ୍କ ଦ୍ବିତୀୟ ଦିନର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ତେବେ ଏହାରି ଭିତରେ ବର୍ଷା ଧାମନଗର ଯାଇ ନିର୍ବାଚନୀ ପ୍ରଚାର କରିବାକୁ କେନ୍ଦ୍ର କରି ଅନୁଭବ ଆଉ ଏକ ପିଟିସନ ମଧ୍ୟ କୋର୍ଟରେ ଦାଖଲ କରିଛନ୍ତି ।

ମାମଲାର ଶୁଣାଣିରେ କୋର୍ଟଙ୍କୁ ସହଯୋଗ କରିବା ଏବଂ କୋର୍ଟଙ୍କ ସମୟ ନଷ୍ଟ କରିବେ ନାହିଁ ବୋଲି ବର୍ଷା ପୂର୍ବରୁ ସତ୍ୟପାଠ ଦେଇଥିଲେ। କିନ୍ତୁ ଜରୁରୀ କାମ ଥିବା ଦର୍ଶାଇ କୋର୍ଟରେ ହାଜର ନ ହୋଇ ନିର୍ବାଚନୀ ପ୍ରଚାର କରୁଥିବା ଅନୁଭବ ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.