ETV Bharat / state

ଉତ୍କଳ ଦିବସରେ ବରପୁତ୍ରଙ୍କୁ ସ୍ୱତନ୍ତ୍ର ସମ୍ମାନ - ବରପୁତ୍ରଙ୍କୁ ଦିଆଯିବା ସ୍ୱତନ୍ତ୍ର ସମ୍ମାନ

ଏପ୍ରିଲ 1ରେ ରାଜ୍ୟରେ ପାଳିତ ହେବ ଉତ୍କଳ ଦିବସ । ହେଲେ କୋଭିଡର ସ୍ଥିତି ଯେପରି ରହିଛି ତାହା ଏହି ଦିବସକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ତେଣୁ ଏପ୍ରିଲ ମାସ ଗାଇଡ଼ଲାଇନ ଆଧାରରେ ଏହି ଦିବସ କଟକ ଠାରେ ପାଳନ କରାଯିବ। ଅଧିକ ପଢନ୍ତୁ...

ଉତ୍କଳ ଦିବସରେ ବରପୁତ୍ରଙ୍କୁ ଦିଆଯିବା ସ୍ୱତନ୍ତ୍ର ସମ୍ମାନ

author img

By

Published : Mar 17, 2021, 7:25 PM IST

କଟକ : ଏପ୍ରିଲ 1ରେ ରାଜ୍ୟରେ ପାଳିତ ହେବ ଉତ୍କଳ ଦିବସ । ହେଲେ କୋଭିଡର ସ୍ଥିତି ଯେପରି ରହିଛି ତାହା ଏହି ଦିବସକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ତେଣୁ, ଏପ୍ରିଲ ମାସ ଗାଇଡ଼ଲାଇନ ଆଧାରରେ ଏହି ଦିବସ କଟକ ଠାରେ ପାଳନ କରାଯିବ।

ଉତ୍କଳ ଦିବସରେ ବରପୁତ୍ରଙ୍କୁ ଦିଆଯିବା ସ୍ୱତନ୍ତ୍ର ସମ୍ମାନ

ଏହା ସହ ଏହି ଦିନର ବିଶେଷତଃ ରହିବ କଟକରେ ସମସ୍ତ ବରପୁତ୍ରଙ୍କୁ ଦିଆଯିବକୁ ଥିବା ଅନେକ ସମ୍ମାନ । ସବୁ ମୂର୍ତ୍ତି ପୁଷ୍ପ ମତ୍ସଲ୍ୟ ଦ୍ବାରା ସୁସଜିତ କରାଯିବ । କାରଣ ସ୍ବତନ୍ତ୍ର ପ୍ରଦେଶ ଗଢିବାରେ ଏମାନଙ୍କ ଅଜସ୍ର ବଳିଦାନ ରହିଛି। ତେଣୁ, ଏହି ଦିବସଟିକୁ 1936 ମସିହା ଏପ୍ରିଲ 1 ତାରିଖରେ ଘଷଣା କରାଯାଇଥିଲା । ତେବେ ଏହି ମହାନ ଦିନରେ ମହାନ ବ୍ୟକ୍ତିତ୍ବ ପାଇବେ ସ୍ବତନ୍ତ୍ର ସମ୍ମାନ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.