ETV Bharat / state

ମହାନଦୀରେ ଭାସୁଛି ଅଜଣା ମୃତଦେହ, ତଦନ୍ତ ଆରମ୍ଭ

ମହାନଦୀରେ ଭାସୁଛି ଅଜଣା ମୃତଦେହ । ଶିଖରପୁର ରେଳ ବ୍ରିଜ ତଳେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

author img

By

Published : Feb 13, 2021, 3:56 PM IST

Updated : Feb 13, 2021, 5:47 PM IST

ମହାନଦୀରେ ଭାସୁଛି ଅଜଣା ମୃତଦେହ, ତଦନ୍ତ ଆରମ୍ଭ
ମହାନଦୀରେ ଭାସୁଛି ଅଜଣା ମୃତଦେହ, ତଦନ୍ତ ଆରମ୍ଭ

କଟକ: ମହାନଦୀରେ ଭାସୁଛି ଅଜଣା ମୃତଦେହ । ଶିଖରପୁର ରେଳ ବ୍ରିଜ ତଳେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଆଜି ମଧ୍ୟାହ୍ନ ସମୟରେ ସ୍ଥାନୀୟ ଲୋକେ ମୃତଦେହ ନଦୀରେ ଭାସୁଥିବାର ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲିସ ଓ ଓଡ୍ରାଫ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 13, 2021, 5:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.