ETV Bharat / state

ବିଜୟ ମରଚାଣ୍ଟ ଟ୍ରଫି: ଓଡିଶା ଦଳ ଘୋଷିତ - ବିଜୟ ମରଚାଣ୍ଟ ଟ୍ରଫି

ବିଜୟ ମରଚାଣ୍ଟ ଟ୍ରଫି 2019-20 ପ୍ରତିଯୋଗିତା ପାଇଁ 16 ବର୍ଷରୁ 15 ଜଣିଆ ଓଡିଶା ଦଳ ଘୋଷଣା କଲା ଓଡିଶା କ୍ରିକେଟ ଆସୋସିଏନ । ଅଧିକ ପଢ଼ନ୍ତୁ...

ବିଜୟ ମରଚାଣ୍ଟ ଟ୍ରଫି
author img

By

Published : Oct 9, 2019, 11:13 PM IST

କଟକ: ବିଜୟ ମରଚାଣ୍ଟ ଟ୍ରଫି ଲିଗ 2019-20 ପ୍ରତିଯୋଗିତା ପାଇଁ ଘୋଷଣା ହେଲା 16 ବର୍ଷରୁ କମ ପୁରୁଷ ଦଳ । ଏହି ଦଳରେ 15 ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି ।

under 16 odisha team, team announced, team odisha, vijay merchant trophy, ବିଜୟ ମରଚାଣ୍ଟ ଟ୍ରଫି, ଓଡିଶା ଦଳ ଘୋଷିତ
ବିଜୟ ମରଚାଣ୍ଟ ଟ୍ରଫି: ଓଡିଶା ଦଳ ଘୋଷିତ

ଶ୍ରେଷ୍ଠ ସିଂଙ୍କ ଅଧିନାୟକତ୍ବରେ ଏହି ଟ୍ରଫି ଖେଳିବ ଓଡିଶା । ପ୍ରତିଯୋଗିତାରେ ବିହାର ସହ ମୁହାଁ ମୁହିଁ ହେବ ଟିମ ଓଡିଶା । ଏହା ବିଡାନାସୀ ଗ୍ରାଉଣ୍ଡରେ ଅକ୍ଟୋବର 11ରୁ ଆରମ୍ଭ ହୋଇ 13 ପର୍ଯ୍ୟନ୍ତ ଖେଳାଯିବ ।

ଓଡିଶା ଟିମ: ଶ୍ରେଷ୍ଠ ସିଂ (ଅଧିନାୟକ), ତନୟ କୁମାର ବିଶ୍ବାଳ, ସାଇଦୀପ ମହାପାତ୍ର, ଆଶିର୍ବାଦ ସ୍ବାଇଁ, ସୁଦର୍ଶନ ସ୍ବାଇଁ, ମୋହମ୍ମଦ ସୋହେଲ ଖାନ, ଶୁଭମ ନାୟକ, ଦିଗବିଜୟ ପାତ୍ର, ପ୍ରତିକ ବଳ (ୱିକେଟ କିପର), ଅଂସୁମାନ ବେଜ, ସାଇ ପ୍ରସାଦ ପାତ୍ର, ମୋହମ୍ମଦ ଜିସାନ, ଭବିଶ୍ୟ ବେହେରା, ତାରିଣୀ ପ୍ରସାଦ ନାୟକ, ଓମ ପ୍ରକାଶ ସାହୁ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବିଜୟ ମରଚ୍ୟାଣ୍ଟ ଟ୍ରଫି ଲିଗ 2019-20 ପ୍ରତିଯୋଗୀତା ପାଇଁ ଘୋଷଣା ହେଲା ଓଡିଶା ଅଣ୍ଡର -16 ପୁରୁଷ ଦଳ । ଏହି ଦଳ ରେ ରହିଛି 15 ଜଣ ସଦସ୍ୟ । ଶ୍ରେଷ୍ଠ ସିଂ ଙ୍କ ଅଧିନତ୍ୱ ରେ ଏହି ଟ୍ରଫି ଖେଳିବ ଓଡିଶା । ଏହି ପ୍ରତିଯୋଗିତା ରେ ବିହାର କୁ ଭେଟିବ ଟିମ ଓଡିଶା । ଏହା ବିଡାନାସୀ ଗ୍ରାଉଣ୍ଡ ରେ ଚଳିତ ମାସ 11 ରୁ ଆରମ୍ଭ ହୋଇ 13 ପର୍ଯ୍ୟନ୍ତ ଖେଳାଯିବ ।

ଘୋଷିତ ଦଳ

୧. ଶ୍ରେଷ୍ଠ ସିଂ ( ଅଧିନାୟକ )
୨. ତନୟ କୁମାର ବିଶ୍ବାଳ
3.ସାଇଦିପ ମହାପାତ୍ର
୪.ଆଶ୍ରିବାଦ ସ୍ୱାଇଁ ( ୱେକେଟ ରକ୍ଷକ)
୫.ସୁଦର୍ଶନ ସ୍ୱାଇଁ
୬.ସୋହେଲ ଖାନ
୭.ସୁଭମ ନାୟକ
୮.ଦିଗ ବିଜୟ ପାତ୍ର
୯. ପ୍ରତୀକ ବଳ
୧୦.ଅଂଶୁମାନ ବେଜ
୧୧.ସାଇ ପ୍ରସାଦ ପାତ୍ର
୧୨. ମହମ୍ମଦ ଜିସାନ
୧୩. ଭବିଷ୍ୟ ବେହେରା
୧୪.ତାରିଣୀ ପ୍ରସାଦ ନାୟକ
୧୫. ଓମ ପ୍ରକାଶ ସାହୁ

କୋଚ: କେଭି ପ୍ରସାଦ Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.