ETV Bharat / state

ବାଇକକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ, ଆଖି ବୁଜିଲେ ବାପା ଝିଅ

କଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାନ୍ଦବାଲି ରାସ୍ତାର ଜଗତପୁର ଥାନା କାଜିବଜାର ନିକଟରେ ବାଇକ୍ ଓ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ବାପ ଝିଅଙ୍କ ଜୀବନ । ଅଧିକ ପଢନ୍ତୁ

author img

By

Published : Oct 27, 2022, 11:48 AM IST

ବାଇକ୍ ଓ ପିକପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା , 2 ମୃତ

କଟକ: କଟକ-ଚାନ୍ଦବାଲି ରାସ୍ତାର ଜଗତପୁର ଥାନା କାଜିବଜାର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍ ଓ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ବାପ ଝିଅଙ୍କ ଜୀବନ । ତେବେ ବାପା ଝିଅ ଦ୍ବୟ ହେଲେ ସତ୍ୟଭାମାପୁର ଗ୍ରାମର ଅନୁବ ସାମଲ ଓ ଝିଅ ଅଞ୍ଜଳି ସ୍ବାଇଁ ବୋଲି ଜଣାପଡିଛି ।

ସୂଚନା ମୁତାବକ, ବାପ ଝିଅ ଉଭୟ ଏକ ବାଇକରେ ରାତ୍ରି ପ୍ରାୟ 3ଟା ସମୟରେ ରେଲଓ୍ବେ ଷ୍ଟେସନ ଯାଉଥିଲେ । ସେହି ସମୟରେ କଟକ ପଟୁ ଆସୁଥିବା ପିକଅପ୍ ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାପା ଓ ଝିଅ ଗୁରୁତର ହୋଇପଡିଥିଲେ । ଏନେଇ ଖବର ପାଇଁ ପାଗା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ହେଲେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଗାଡ଼ି ଦୁଇଟିକୁ ପୋଲିସ ଜବତ କରି ତଦନ୍ତ କରୁଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.