ETV Bharat / state

ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ହାଇକୋର୍ଟର ବୈଠକ - ହାଇକୋର୍ଟର ବୈଠକ

ଆଇନଜୀବୀଙ୍କ ପକ୍ଷରୁ ଜାରି ରହିଛି କାର୍ଯ୍ଯବନ୍ଦ ଆନ୍ଦୋଳନ । ସେପଟେ ଆନ୍ଦୋଳନ ପ୍ରତ୍ୟାହୃତ କରି ନେବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ଆକ୍ସନ ଟେକେନ୍ କମିଟିର ବୈଠକରେ ଆଗାମୀ ନିଷ୍ପତ୍ତି ନେଇ ବାହାରିପାରେ ନିଷ୍କର୍ସ।

ଡ଼ିଜାଇନ୍ ଫଟୋ
author img

By

Published : Oct 23, 2019, 11:10 AM IST

କଟକ: ହାଇକୋର୍ଟରେ କାର୍ଯ୍ୟରତ ଆଇନଜୀବୀଙ୍କ ପକ୍ଷରୁ ଜାରି ରହିଥିବା କାର୍ଯ୍ୟ ବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଚେତାବନୀ। ଏହାକୁ ନେଇ ବୁଧବାର ହାଇକୋର୍ଟ ବାରରେ ବସିବାକୁ ଯାଉଛି ଗୁରୁତ୍ବପୂର୍ଣ୍ଣ ବୈଠକ।

ଅପରାହ୍ଣ 2ଟାରେ ଏ ବୈଠକ ବସିବାକୁ ଥିବାବେଳେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ସ୍ଥିର କରିବ ଆକ୍ସନ ଟେକେନ୍ କମିଟି। ଆଇନଜୀବୀଙ୍କ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନ ନେଇ ଗତକାଲି ସୁପ୍ରିମକୋର୍ଟ ଦେଇଥିଲେ କଡ଼ା ଚେତାବନୀ।

କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ପଠାଇବା ପାଇଁ ମଧ୍ୟ ଜଣାଇ ଦେଇଥିଲେ ସୁପ୍ରିମକେର୍ଟ । ଯାହାକୁ ନେଇ ଆଜି ହାଇକୋର୍ଟ ଆକ୍ସନ ଟେକେନ କମିଟି ଆଗାମୀ ନିଷ୍ପତ୍ତି ସ୍ଥିର କରିବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.