ETV Bharat / state

ପଞ୍ଚାୟତ ସ୍ତରରେ ଫୁଟବଲ ଭିତ୍ତିଭୂମି ବିକାଶ ପାଇଁ ଚାଲିଛି ଯୋଜନା : କ୍ରୀଡାମନ୍ତ୍ରୀ - ପଞ୍ଚାୟତରେ ମେଗା ପ୍ରତିଯୋଗିତା ଅନୁଷ୍ଠିତ

8ଟି ଟିମକୁ ନେଇ କଟକ ବୟାଲିସ ମଉଜାରେ ଏକ ମେଗା ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

football tournament
football tournament
author img

By

Published : Dec 25, 2022, 9:24 PM IST

football tournament

କଟକ: ପଞ୍ଚାୟତ ସ୍ତରରେ ଫୁଟବଲର ବିକାଶ ପାଇଁ ଯୋଜନା ରଖିଛନ୍ତି ରାଜ୍ୟ ସରକାର । ତୃଣମୂଳ ସ୍ତରରୁ ଯେପରି ଭଲ ପ୍ରତିଭା ଆସି ପାରିବ ସେନେଇ ରାଜ୍ୟର ପ୍ରତି ପଞ୍ଚାୟତରେ ମେଗା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।

ଅନ୍ୟପଟେ ଏହି କ୍ରମରେ କଟକ ବୟାଳିସ ମଉଜାରେ ମଧ୍ୟ ଏକ ମେଗା ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । 8 ଟିମକୁ ନେଇ ଏହି ପ୍ରତିଯୋଗିତା ଆୟୋଜନ ହୋଇଛି । ଚାରି ଆଡେ କ୍ରିକେଟର କ୍ରେଜ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ପ୍ରୟାସ ନିହାତି ଅନେକ ଫୁଟବଲ କ୍ରୀଡ଼ାବିତଙ୍କୁ ଆଗ୍ରହୀ ପ୍ରକାଶ କରିପାରିବ ।

ଏହା ସହିତ ଆଗମୀ ଦିନରେ ଏହି ଯୁବ ପ୍ରତିଭାମାନେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରିପାରିବେ ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା। ସେହିପରି ଅନ୍ୟପଟେ ଆଗମୀ ଦିନରେ ମଧ୍ୟ ସଦର ଅଞ୍ଚଳ ରେ 5ଟି ମିନି ଷ୍ଟାଡିୟମ ନିର୍ମାଣ ହେବା ନେଇ ଯୋଜନା ରହିଛି । ଏହାକୁ ନେଇ ସୂଚନା ଦେଇଛନ୍ତି ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.