ETV Bharat / state

ପୁଣି ବିବାଦ ଘେରରେ ଓଟିଇଟି, ରେଜେଲ୍ଟକୁ ନେଇ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ - Students unhappy about the otet result

ସନ୍ତୋଷଜନକ ରେଜେଲ୍ଟ ଆସିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଓଟିଇଟି ପରୀକ୍ଷାର୍ଥୀ । ଏନେଇ ଅନେକ ପରୀକ୍ଷାର୍ଥୀ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟି ଏସମ୍ପର୍କରେ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 25, 2019, 8:21 PM IST

କଟକ: ଓଟିଇଟିର ପିଛା ଛାଡୁନି ବିବାଦ । ସନ୍ତୋଷଜନକ ରେଜେଲ୍ଟ ଆସିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଓଟିଇଟି ପରୀକ୍ଷାର୍ଥୀ । ସୋମବାର ଏନେଇ ଅନେକ ପରୀକ୍ଷାର୍ଥୀ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟି ଏସମ୍ପର୍କରେ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଓଟିଇଟି ପ୍ରଶ୍ନପତ୍ରରେ ଅନେକ ତ୍ରୁଟି ଥିବାରୁ ପରୀକ୍ଷାର୍ଥୀଙ୍କୁ ଗ୍ରେସ ମାର୍କ ଦେବାକୁ ବୋର୍ଡ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବିନା ସୂଚନାରେ ଗତ 21 ତାରିଖରେ ଓଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ କେଉଁ ପରୀକ୍ଷାର୍ଥୀଙ୍କୁ କେତେ ଗ୍ରେସ ମାର୍କ ମିଳିଛି ତାହା ଜଣାପଡି ନଥିବାବେଳେ ଚଳିତବର୍ଷ କେତେ ପ୍ରତିଶତ ରେଜେଲ୍ଟ ହୋଇଛି ସେନେଇ ବୋର୍ଡ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇନାହାନ୍ତି । ତେବେ ବାରମ୍ବାର ବୋର୍ଡର ଏଭଳି ତ୍ରୁଟି ଯୋଗୁଁ ଅନେକ ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଥମୁନି ଓଟିଇଟି ବିବାଦ।ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଫଳ କୁ ନେଇ ଅଶାନ୍ତି ପରୀକ୍ଷାର୍ଥୀ।ଏନେଇ ଆଜି ଅନେକ ପରୀକ୍ଷାର୍ଥୀ ବୋର୍ଡ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି ପରୀକ୍ଷାର୍ଥୀ।
ପରୀକ୍ଷା ପରେ ପ୍ରଶ୍ନପତ୍ର ରେ ଅନେକ ତ୍ରୁଟି ଥିବାରୁ ଗ୍ରେସ ମାର୍କ ପ୍ରଦାନ କରିବାକୁ ବୋର୍ଡ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବୋର୍ଡ କର୍ତ୍ତୃପକ୍ଷ ଏନେଇ କୌଣସି ସୂଚନା ଦେଇନାହାନ୍ତି।ଏପରିକି ଚଳିତବର୍ଷ କେତେ ପ୍ରତିଶତ ରେଜଲ୍ଟ ହେଲା ସେନେଇ ମଧ୍ୟ ବୋର୍ଡ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇନାହାନ୍ତି।ଜାହା ଫଳରେ ବୋର୍ଡ ତ୍ରୁଟି ପାଇଁ ଅନେକ ପରୀକ୍ଷାର୍ଥୀ ଅସୁବିଧା ର ସମ୍ମୁଖିନ ହେଉଥିବା ପରୀକ୍ଷାର୍ଥୀ ମାନେ କହିଛନ୍ତି।

ବାଇଟ - ଓଟିଇଟି ପରୀକ୍ଷାର୍ଥୀ।
ବାଇଟ - ଓଟିଇଟି ପରୀକ୍ଷାର୍ଥୀ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.