ETV Bharat / state

ଘରୋଇ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଘରୋଇ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । କଲେଜ କର୍ତ୍ତୃପକ୍ଷଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ ।

author img

By

Published : Sep 9, 2019, 2:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଘରୋଇ ଆରପି କଲେଜ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଛାତ୍ରଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଲେ ପରିବାରଲୋକେ । ମୃତ ଛାତ୍ର ଜଣକ ଢେଙ୍କାନାଳ ବାଲିମୀ ଗୋରିଲୋର ସୂର୍ଯ୍ୟକାନ୍ତ ସାମଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମାଣିଆବନ୍ଧ ଫାଣ୍ଡି ଅନ୍ତର୍ଗତ ଅଭିମାନପୁର ଠାରେ ଥିବା ଘରୋଇ କଲେଜରେ ପାଠ ପଢୁଥିଲେ ସୂର୍ଯ୍ୟକାନ୍ତ । ତେବେ ମୃତ୍ୟୁକୁ ପରିବାର ଲୋକେ ହତ୍ୟା ସନ୍ଦେହ କରୁଥିବାବେଳେ ମାଣିଆବନ୍ଧ ଫାଣ୍ଡିରେ ଏତଲା ଦାୟର କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ମାଣିଆବନ୍ଧ ଫାଣ୍ଡି ଅନ୍ତର୍ଗତ ଅଭିମାନପୁର ଠାରେ ଥିବା ଘରୋଇ ଆର ପି କଲେଜ ହଷ୍ଟେଲରେ ଛାତ୍ର ଙ୍କ ସନ୍ଦେହ ଜନକ ମୃତ୍ୟୁ।ଛାତ୍ର ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ମାଣିଆବନ୍ଧ ଫାଣ୍ଡି ରେ ଏନେଇ ଏତଲା ଦାୟର କରିଛନ୍ତି ପରିବାର ଲୋକ।ତେବେ ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଗୋରିଲୋ ଗ୍ରାମର ସୂର୍ଯ୍ୟକାନ୍ତ ସାମଲ।

ବାଇଟ - ୧
ବାଇଟ - ୨
ବାଇଟ - ୩Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.