ETV Bharat / state

ଜ୍ବାଇଁର ଠେଙ୍ଗା ମାଡରେ ଶାଶୁ ମୃତ

author img

By

Published : Feb 16, 2020, 2:47 PM IST

Updated : Feb 16, 2020, 2:57 PM IST

ଭୁଲି ଗଲା ସବୁ ସମ୍ପର୍କ । ରାଗିଯାଇ ପ୍ରଥମେ ସ୍ତ୍ରୀ ଓ ପରେ ଶାଶୁକୁ ଠେଙ୍ଗାରେ ପିଟି ପିଟି ମାରିଲା ଉତ୍ତ୍ୟକ୍ତ ଜ୍ବାଇଁ । ଅଧିକ ପଢନ୍ତୁ...

cuttack
ଜ୍ବାଇଁ ଠେଙ୍ଗା ମାଡରେ ଶାଶୁ ମୃତ

କଟକ: ଘରୋଇ କଳିର କରୁଣ ପରିଣତି । ଜ୍ବାଇଁର ଠେଙ୍ଗା ମାଡରେ ଶାଶୁ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ଓଏମପି ଛକସ୍ଥିତ ଗୋରଖା ବସ୍ତିରେ।

ଜ୍ବାଇଁର ଠେଙ୍ଗା ମାଡରେ ଶାଶୁ ମୃତ

ସୂଚନାମୁତାବକ, କୌଣସି କାରଣ ଯୋଗୁଁ ଘରେ କଥା କଟାକଟି ହୋଇଥିଲା । ଯୁବକ ଜଣକ ରାଗିଯାଇ ପ୍ରଥମେ ନିଜ ସ୍ତ୍ରୀକୁ ଠେଙ୍ଗାରେ ମାରିଥିଲେ । ଏ ନେଇ ଶାଶୁ ସାଲେଗେ ହେମ୍ବ୍ରମ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଠେଙ୍ଗାରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଶାଶୁଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ଜ୍ବାଇଁ ଫେରାର ହୋଇଯାଇଥିଲା ।

ଖବରପାଇ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 16, 2020, 2:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.