ETV Bharat / state

ଦୋବନ୍ଧା ବସ୍ତି ଉଚ୍ଛେଦକୁ ବିରୋଧ, ଥଇଥାନ ଦାବିରେ ବସ୍ତି କମିଟି - ଦୋବନ୍ଧା ବସ୍ତି

ସିଡିଏ ଅଞ୍ଚଳରେ ଥିବା ଦୋବନ୍ଧା ବସ୍ତି ଉଚ୍ଛେଦକୁ ବିରୋଧ କରିବା ସହ ଉଚ୍ଛେଦ 9 ପରିବାରକୁ ଥଇଥାନ ଦାବି କଲା ନଗର ବସ୍ତି କମିଟି । ଏନେଇ 11 ଦଫା ଏକ ସମ୍ବଳିତ ଦାବିପତ୍ର କଟକ ଆରଡିସିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 20, 2019, 8:36 PM IST

କଟକ: ସିଡିଏ ଅଞ୍ଚଳରେ ଥିବା ଦୋବନ୍ଧା ବସ୍ତି ଉଚ୍ଛେଦକୁ ବିରୋଧ । ଏନେଇ ମଙ୍ଗଳବାର କଟକ ଆରଡିସିଙ୍କ କାର୍ଯ୍ୟାଳୟରେ ଶୋଭାଯାତ୍ରାରେ କରି ବିକ୍ଷୋଭ ପ୍ରଦର୍ଶନ କରିଛି ନଗର ବସ୍ତି କମିଟି । ଏଥିସହିତ 11 ଦଫା ଏକ ସମ୍ବଳିତ ଦାବିପତ୍ର ଆରିଡିସିଙ୍କୁ ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଗତ 3 ତାରିଖରେ ସିଡିଏ ଅଞ୍ଚଳରେ ଥିବା ଦୋବନ୍ଧା ବସ୍ତିକୁ ଉଚ୍ଛେଦ କରାଯାଇଥିଲା । କୋର୍ଟର ନିର୍ଦ୍ଦେଶକୁ ଅବମାନନା କରିବା ସହ ବର୍ଷା ଦିନେ ବସ୍ତିବାସିନ୍ଦାକୁ ଥଇଥାନ ନକରି ବେଆଇନ ଭାବେ ବସ୍ତି ଉଚ୍ଛେଦ କରାଯାଇଥିବା ସଂଗଠନ ଅଭିଯୋଗ କରିଛି । ଯେଉଁ 9ଟି ପରିବାରକୁ ଉଚ୍ଛେଦ କରାଯାଇଛି ସେମାନେ ଆଜି ବି ମୁକ୍ତ ଆକାଶ ତଳେ ଜୀବନ କାଟୁଛନ୍ତି । ସେମାନଙ୍କୁ ତୁରନ୍ତ ଥଇଥାନ କରିବାକୁ ସଂଗଠନ ଦାବି କରିଛି । ଯଦି ଉକ୍ତ ଦାବିଗୁଡିକୁ ତୁରନ୍ତ ପୂରଣ କରାନଯାଏ, ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ବସ୍ତି କମିଟି ଚେତାବନୀ ଦେଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଗତ ଅଗଷ୍ଟ 3 ତାରିଖରେ କଟକ ସିଡ଼ିଏ ଅଞ୍ଚଳରେ ଥିବା ଦୋବନ୍ଧା ବସ୍ତି ଉଛେଦ କୁ ବିରୋଧ କରିଛି ନଗର ବସ୍ତି କମିଟି।ଏହାକୁ ପ୍ରତିବାଦ କରି ସଂଗଠନ ର ଶତାଧିକ କର୍ମୀ ଆଜି ଆରଡିସି ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋବ ପ୍ରଦର୍ଶନ କରିଛନ୍ତି।11 ଦଫା ଦାବି ନେଇ ଏକ ଶୋଭାଯାତ୍ରା କରିବା ସହ ଉଛେଦ ହୋଇଥିବା ବସ୍ତି ବାସିନ୍ଦା ଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି।
ତେବେ କୋର୍ଟ ଆଦେଶ କୁ ଅବମାନନା କରି ବେଆଇନ ଭାବେ ବସ୍ତି ଇଛେଦ କରାଯାଇଥିବା ଅଭିଯୋଗ କରିଛି ଏହି ସଂଗଠନ।ବର୍ଷା ଦିନ ରେ ସେମାନଙ୍କୁ ଥଇଥାନ କରାନଯାଇ ଉଛେଦ କରାଯାଇଛି।ଯେଉଁ 9 ଟି ପରିବାର କୁ ଉଛେଦ କରାଯାଇଛି,ସେମାନେ ଆଜି ବି ମୁକ୍ତ ଆକାଶ ତଳେ ଜୀବନ କାଟୁଛନ୍ତି।ତେବେ ସେମାନଙ୍କୁ ତୁରନ୍ତ ଥଇଥାନ କରିବାକୁ ଦାବି କରିଛି ଏହି ସଙ୍ଗଠନ।ଦାବି ପୂରଣ ନ ହେଲେ ,ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ବସ୍ତି କମିଟି ଚେତାବନୀ ଦେଇଛି।

ବାଇଟ - ଶିବ ରାମ,ଉପଦେଷ୍ଟା ନଗର ବସ୍ତି କମିଟି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.