ETV Bharat / state

ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ଲାଗୁଛି; ଅଗ୍ନିଶମ ଅଧିକାରୀ - ଶିମିଳିପାଳ ଜଙ୍ଗଲରେ ନିଆଁ

ଦୀର୍ଘ 10 ଦିନ ହେବ ଜଙ୍ଗଲରେ ନିଆଁ ଲାଗିଛି । ମାତ୍ର ନିଆଁକୁ ଲିଭାଇବାରେ ବିଫଳ ହୋଇଛି ବନ ବିଭାଗ । ତେବେ ଏହାକୁ ନେଇ ପରିବେଶପ୍ରେମୀ ଓ ସମଗ୍ର ରାଜ୍ୟରେ ଉଦବେଗ ପ୍ରକାଶ ପାଇଛି। ଅଧିକ ପଢନ୍ତୁ...

ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ଲାଗୁଛି; ଅଗ୍ନିଶମ ଅଧିକାରୀ

author img

By

Published : Mar 5, 2021, 7:14 AM IST

Updated : Mar 5, 2021, 8:30 AM IST

କଟକ: ହୁ ହୁ ହୋଇ ଜଳୁଛି ବିଶ୍ବର ଅନ୍ୟତମ ଜୌବ ବିବିଧତା ଭରା ଜଙ୍ଗଲ ଶିମିଳିପାଳ । କେବଳ ଜାତୀୟ ଉଦ୍ୟାନ ଶିମିଳିପାଳ ନୁହେଁ ବରଂ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ଜଙ୍ଗଲଗୁଡ଼ିକର ମଧ୍ୟ ନିଆଁ ଲାଗିବା ଖବର ଆସିବାରେ ଲାଗିଛି ।

ଜଙ୍ଗଲ ନିଆଁ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ବ୍ୟାପୁଥିବାରୁ ଏହାକୁ ଆୟତ କରିବା ମଧ୍ୟ କାଠିକର ପାଠ ହୋଇ ପଡିଛି । ତେବେ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ତାହା ବିଶେଷ ଫଳପ୍ରଦ ହେଉନାହିଁ ।

ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ଲାଗୁଛି; ଅଗ୍ନିଶମ ଅଧିକାରୀ

ବିଶେଷ କରି ଜଙ୍ଗଲଗୁଡ଼ିକର ଅଗମ୍ୟ ସ୍ଥାନରେ ନିଆଁ ଲାଗୁ ଥିବାରୁ ନିଆଁ ଅଧିକ ଉଗ୍ର ହେବା ପୂର୍ବରୁ ଖବର ନ ମିଳିବା ଏବଂ ସେହି ସ୍ଥାନଗୁଡ଼ିକୁ ଅଗ୍ନିଶମ ବିଭାଗର ଦମକଳ ପହଁଞ୍ଚି ନପାରିବା ମଧ୍ୟ ଏହି ନିଆଁର ପ୍ରଭାବି ଢଙ୍ଗରେ ମୁକାବିଲା ମଧ୍ୟ ସମ୍ଭବ ହେଉନ ଥିବା କହିଛି ଅଗ୍ନିଶମ ବିଭାଗ । ତେବେ ସଚେତନ ଅଭାବରୁ ଜଙ୍ଗଲରେ ନିଆଁ ଲାଗୁଥିବା ଚିଫ ଫାୟାର ଅଫିସର କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 5, 2021, 8:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.