ETV Bharat / state

ଝାଡୁଦାରଙ୍କୁ ଚାପିଦେଲା 10ଚକିଆ ଟ୍ରକ

author img

By

Published : Oct 13, 2019, 11:57 PM IST

କଟକ ଜିଲ୍ଲା ସାଲେପୁର ବିଜୁ ପଟ୍ଟନାୟକ ଛକରେ 10 ଚକିଆ ଟ୍ରକ ଚାପାରେ ଜଣେ ମୃତ୍ୟୁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କଟକ

କଟକ: ସାଲେପୁର ବିଜୁପଟ୍ଟନାୟକ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଚାପାରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କଟକ

କଟକ ଜିଲ୍ଲା ସାଲେପୁର ବିଜୁପଟ୍ଟନାୟକ ଛକରେ 10 ଚକିଆ ଟ୍ରକ ଧକ୍କାରେ ସାଲେପୁର ଥାନାରେ କାର୍ଯ୍ୟରତ ଝାଡୁଦାର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି l ମୃତକଙ୍କ ନାମ ସିଦ୍ଧେଶ୍ବର ଗୋଛାୟତ l ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିଛି ଏବଂ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି l ଅନ୍ୟପଟେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବା ସୂଚନା ରହିଛି l

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସାଲେପୁର ବିଜୁପଟ୍ଟନାୟକ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । 10 ଚକିଆ ଟ୍ରକ ଧକ୍କାରେ ସାଲେପୁର ଥାନା ର କାର୍ଯ୍ୟରତ ଝାଡୁଦାର ଘଟଣା ସ୍ତଲରେ ମୃତ୍ୟୁ l ମୃତକ ଙ୍କ ନାମ ସିଧେସ୍ବର ଗୋଛୟlତ l ଘଟଣା ସ୍ଥଳରେ ଚାପା ଉତେଜନା ଜାରି ରହିଛି । ଘଟଣା ସ୍ଥଳରେ ପୋଲିସ ପହଁଚି ଟ୍ରକ କୁ ଜବତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି l ଅନ୍ୟପଟେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବା ସୂଚନା ରହିଛି lBody:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.