ETV Bharat / state

ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରର ହେବ ଆହୁରି ବିକାଶ: ସ୍ବାସ୍ଥ୍ୟମନ୍ତ୍ରୀ - Regional spinal cord injury treatment center

ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରର ଆହୁରି ଉନ୍ନତିକରଣ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା । ଆଉ କିଛି ବର୍ଷ ମଧ୍ୟରେ ଏହି ବିଭାଗରେ ବିକାଶ ନିଶ୍ଚିତ ।

ଉନ୍ନତିକରଣ ହେବ ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର

author img

By

Published : Feb 26, 2021, 8:25 PM IST

କଟକ: ଆହୁରି ଉନ୍ନତିକରଣ ହେବ ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର। ଆଉ କିଛି ବର୍ଷ ମଧ୍ୟରେ ଏହି ବିଭାଗରେ ବିକାଶ ନିଶ୍ଚିତ । ଏନେଇ ଯୋଜନା ମଧ୍ୟ ଜାରି ହୋଇଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ।

ଉନ୍ନତିକରଣ ହେବ ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର

ତେବେ ଏହି ବିଭଗ ଏବେ 20 ବର୍ଷରେ ପାଦ ଦେଇଛି । କେବଳ ଯେ, ସ୍ପାଇନାଲ ରୋଗ ଚିକିତ୍ସା ନୁହେଁ ବରଂ ଅନ୍ୟ ବିଭିନ୍ନ ରୋଗର ମଧ୍ୟ ଚିକିତ୍ସା ଏଠାରେ କରାଯିବ। ତେବେ ଚିକିତ୍ସାର ବ୍ୟାପକତାକୁ ଦେଖି ଏହି ବିଭାଗର ବିକାଶ ହେବା ନିଶ୍ଚିତ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଏହାଛଡା ମୁଖ୍ୟମନ୍ତ୍ରୀଙ୍କ ଏମ୍ସ ପ୍ଲସ ସ୍ବପ୍ନ ମଧ୍ୟରେ ଏସସିବି ସମ୍ପୂର୍ଣ୍ଣ ରୂପରେ ବିଶ୍ବ ସ୍ତରରେ ଏକ ନମ୍ବର ସେବା ଯୋଗାଇବ । ତାହାପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି। ତେବେ ଏହାରି ମଧ୍ୟରେ ଏହି ସ୍ପାଇନାଲ ଚିକିତ୍ସା ବିଭାଗର ଗୁରୁତ୍ବ ଅଧିକ ରହିବ ବୋଲି କହିଛନ୍ତି ମନ୍ତ୍ରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.