ETV Bharat / state

ଛାତ୍ର ସଂସଦ ନିର୍ବାଚନ ବାତିଲ ପରେ ରେଭେନ୍ସା ବିକାଶ ଅଭିଯାନର ବିକ୍ଷୋଭ - ରେଭେନ୍ସା ବିକାଶ ଅଭିଯାନ

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ବିରୋଧ କରିଛି ରେଭେନ୍ସା ବିକାଶ ଅଭିଯାନ । ସଂଗଠନ ପକ୍ଷରୁ ଆଜି ଆରଡିସି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 28, 2019, 5:07 PM IST

କଟକ: ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । ଯାହାକୁ ନେଇ ପ୍ରତି କଲେଜ ଓ ୟୁନିଭରସିଟିରେ ଅସନ୍ତୋଷ ଦେଖାଯାଇଛି । ଏପରିକି ଛାତ୍ରଛାତ୍ରୀମାନେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରିବା ସହ କାହିଁକି ନିର୍ବାଚନ ବନ୍ଦ ହେଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ । ତେବେ ନିର୍ବାଚନ ବନ୍ଦ ହେବାକୁ ବିରୋଧ କରିଛି ରେଭେନ୍ସା ବିକାଶ ଅଭିଯାନ । ସଂଗଠନ ପକ୍ଷରୁ ଆଜି ଆରଡିସି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅଭିଯାନର ଆବାହକଙ୍କ ଅନୁସାରେ, ନିର୍ବାଚନ ହେଉଛି ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଛାତ୍ରମାନଙ୍କୁ ଛାତ୍ର ସମୟରୁ ରାଜନୀତି ସଂପର୍କରେ ଧାରଣା ଦେବା ପାଇଁ ଏହି ନିର୍ବାଚନ ହେବା ଦରକାର ବୋଲି କହିଛନ୍ତି । କାରଣ ରେଭେନ୍ସାରେ ନିର୍ବାଚନ ବନ୍ଦ ହେଲେ ବିଶ୍ବବିଦ୍ୟାଳୟର ଉନ୍ନତି ଅସମ୍ଭବ। ଯଦି ଛାତ୍ର ନେତା ନିର୍ବାଚିତ ନ ହୁଅନ୍ତି ତେବେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଆଗରେ କିଏ ଅସୁବିଧା ସମୂହକୁ ଉପସ୍ଥାପିତ କରିବ । ତେଣୁ ଛାତ୍ର ନିର୍ବାଚନକୁ କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ରେଭେନ୍ସା ବିକାଶ ଅଭିଯାନ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବନ୍ଦ ହେଲା ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ । ଯାହାକୁ ନେଇ ପ୍ରତି କଲେଜ ୟୁନିଭରସିଟି ରେ ଦେଖାଦେଇଛି ହିଂସା ଓ ପୋଡାଜଳା । ମନ୍ତ୍ରୀ ଅରୁଣ ସାହୁ ଙ୍କ କୁଶ ପୁଟଳିକା ଦାହ କରି କାହିଁକି ନିର୍ବାଚନ ବନ୍ଦ ହେଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ ।

ତେବେ ଏହି କ୍ରମ ରେ ଆଜି ରେଭେନ୍ସା ବିକାଶ ଅଭିଯାନ ପକ୍ଷରୁ ସମାନ ଢ଼ଙ୍ଗରେ ଆରଡିସି କାର୍ଯ୍ୟାଳୟ ସମ୍ନା ରେ ବିକ୍ଷୋବ କରାଯାଇଛି । ତେବେ ଅଭିଯାନ ଆବାହକ ଙ୍କ କହିବାନୁଯାୟୀ , ଚଳିତବର୍ଷ ନିର୍ବାଚନ ବନ୍ଦ ହେଲେ ପ୍ରଭାବ ପଡିବା ନିଶ୍ଚିତ । ଓ ନିର୍ବାଚନ ହେଉଛି ଗଣତନ୍ତ୍ର ର ଏକ ଅବିଛେଦ୍ୟ ଅଙ୍ଗ । ଏହି ନିର୍ବାଚନ ହେବା ଦରକାର ବୋଲି କହିଛନ୍ତି ସେ ।

କାରଣ ରେଭେନ୍ସା ରେ ନିର୍ବାଚନ ବନ୍ଦ ହେଲେ ବିଶ୍ୱବିଦ୍ୟାଳୟ ର ଉର୍ଣ୍ଣତି ହେବା ଅସମ୍ଭବ । ଯଦି ଛାତ୍ର ନେତା ନିର୍ବାଚିତ ନ ହୁଅନ୍ତି ତେବେ ଉଚ୍ଚ ପଦସ୍ତ ଅଧିକାରୀ ଆଗରେ ବିକାଶ ର ପ୍ରସ୍ତାବ ଆଗତ କରିବ କିଏ । ତେବେ ଏହି ନିର୍ବାଚନ କୁ ପୁନଃ ଅନୁଷ୍ଠିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ଅଭିଯାନ ।

Body:ବାଇଟ: ଚିତ ରଞ୍ଜନ ମହାନ୍ତି ( ଅଭିଯାନ ଆବାହକ )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.