ETV Bharat / state

ହାଇକୋର୍ଟରେ ରତ୍ନଭଣ୍ଡାର ପ୍ରସଙ୍ଗ, ସମୟ ନେଲା ଶ୍ରୀମନ୍ଦିର ପ୍ରଶାସନ

ରତ୍ନଭଣ୍ଡାର ସମ୍ପର୍କରେ ହାଇକୋର୍ଟଙ୍କ ନିକଟରୁ ପୁଣି ଥରେ ସମୟ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା ମାର୍ଚ୍ଚ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅଧିକ ପଢନ୍ତୁ

administration took time over ratna bhandar issue
ହାଇକୋର୍ଟରେ ରତ୍ନଭଣ୍ଡାର ପ୍ରସଙ୍ଗ
author img

By

Published : Jan 5, 2023, 1:08 PM IST

କଟକ: ହାଇକୋର୍ଟରେ ରତ୍ନଭଣ୍ଡାର ପ୍ରସଙ୍ଗ (ratna bhandar issue) । ରତ୍ନଭଣ୍ଡାର ଜଗମୋହନ ଓ କୋଣାର୍କ ମନ୍ଦିର ମରାମତି ମାମଲା ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା । ଶୁଣାଣି ସମୟରେ ପକ୍ଷ ରଖିଲେ ଉଭୟ ପକ୍ଷ । ରତ୍ନଭଣ୍ଡାର ସମ୍ପର୍କରେ ପୁଣି ଥରେ ସମୟ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ପରବର୍ତ୍ତୀ ଶୁଣାଣି ସମୟରେ ରତ୍ନଭଣ୍ଡାର ସମ୍ପର୍କରେ ସାନି ସତ୍ୟପାଠ ଦାଖଲ କରିବାକୁ କୋର୍ଟଙ୍କୁ ଅବଗତ କରିଛି ମନ୍ଦିର ପ୍ରଶାସନ । ଅନ୍ୟପଟେ ପୁରୀ ଓ କୋଣାର୍କ ମନ୍ଦିର ପାଇଁ ସ୍ଵତନ୍ତ୍ର ASI କାର୍ଯ୍ୟାଳୟ ଖୋଲାଯିବା ବୋଲି କୋର୍ଟଙ୍କୁ ଅବଗତ କରିଛନ୍ତି ସରକାର । ଆସନ୍ତା ମାର୍ଚ୍ଚ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.