ETV Bharat / state

ରାଣୀହାଟ ଓ ବୋର୍ଡ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଆପଣାଇଲେ ଆଇପିଏସ ପାର୍ଥସାରଥୀ - ଆଇପିଏସ ପାର୍ଥସାରଥୀ ପୋଷ୍ୟ ସ୍କୁଲ

କଟକ ରାଣୀହାଟ ଓ ବୋର୍ଡ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଆପଣାଇଲେ ପବ୍ଲିକ ଏଣ୍ଟରପ୍ରାଇଜେସ ବିଭାଗର ଅତରିକ୍ତ ସଚିବ ପାର୍ଥ ସାରଥୀ ମିଶ୍ର । ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ଅଂଶ ସ୍ୱରୂପ ଆଇଏଏସ ପାର୍ଥ ସାରଥୀ ଏହି ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

ରାଣୀହାଟ ଓ ବୋର୍ଡ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଆପଣାଇଲେ ଆଇପିଏସ ପାର୍ଥସାରଥୀ

author img

By

Published : Mar 7, 2021, 4:26 PM IST

କଟକ: କଟକ ରାଣୀହାଟ ଓ ବୋର୍ଡ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଆପଣାଇଲେ ପବ୍ଲିକ ଏଣ୍ଟରପ୍ରାଇଜେସ ବିଭାଗର ଅତରିକ୍ତ ସଚିବ ପାର୍ଥ ସାରଥୀ ମିଶ୍ର । ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ଅଂଶ ସ୍ୱରୂପ ଆଇଏଏସ ପାର୍ଥ ସାରଥୀ ଏହି ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି ।

ରାଣୀହାଟ ଓ ବୋର୍ଡ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଆପଣାଇଲେ ଆଇପିଏସ ପାର୍ଥସାରଥୀ

ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିବା ପରେ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଥିଲେ । ତେବେ ଆଗାମୀ ଦିନରେ କିପରି ଏହି ସ୍କୁଲର ବିକାଶ ହୋଇପାରିବ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.