ETV Bharat / state

ଦାୟିତ୍ୱ ନେଲେ ରାଧା ବିନୋଦ ପାଣିଗ୍ରାହୀ, ଅପରାଧରେ ଲାଗିବ ଅଙ୍କ

ଦୀର୍ଘ ଦିନ ଧରି କ୍ରାଇମବ୍ରାଞ୍ଚ ଏସ୍‌ପି ରୂପେ କାର୍ଯ୍ୟରତ ଥିବା ରାଧା ବିନୋଦ ପାଣିଗ୍ରାହୀ ମଙ୍ଗଳବାର କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସ୍‌ପି ଭାବେ ନୂତନ ଦାୟିତ୍ୱରେ ଅବସ୍ଥାପିତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Feb 13, 2019, 8:21 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
କଟକ: ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ୨୯ଜଣ ଆଇପିଏସଙ୍କୁ ବଦଳି କରାଯାଇଛି । ଏହି କ୍ରମରେ ବଦଳିଛନ୍ତି କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସ୍‌ପି । ଦୀର୍ଘ ଦିନ ଧରି କ୍ରାଇମବ୍ରାଞ୍ଚ ଏସ୍‌ପି ରୂପେ କାର୍ଯ୍ୟରତ ଥିବା ରାଧା ବିନୋଦ ପାଣିଗ୍ରାହୀ ମଙ୍ଗଳବାର କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସ୍‌ପି ଭାବେ ନୂତନ ଦାୟିତ୍ୱରେ ଅବସ୍ଥାପିତ ହୋଇଛନ୍ତି ।
undefined

ଏହି ବଦଳି ପର୍ବରେ ପୂର୍ବରୁ କଟକ ଗ୍ରାମାଞ୍ଚଳ ଏସ୍‌ପି ଭାବରେ କାର୍ଯ୍ୟରତ ମାଧବ ଚନ୍ଦ୍ର ସାହୁ ନୂତନ କଟକ ଏସ୍‌ପି ରାଧା ବିହାରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି ।

ନୂତନ ଗ୍ରାମାଞ୍ଚଳ ଏସ୍‌ପି କଟକରେ ଆଗାମୀ ନିର୍ବାଚନ ସମୟରେ ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ଓ ସୁଧାର ବ୍ୟବସ୍ଥାରେ ମଜଭୁତ ଆଣିବା ଦିଗରେ ଗୁରୁତ୍ୱାରୋପ କରିବା ପାଇଁ ସୂଚନା ଦେଇଛନ୍ତି । ଏହାସହ କଟକରେ ଅପରାଧ ନିୟନ୍ତ୍ରଣ, ମହିଳା ନିର୍ଯାତନା, ଅର୍ଥନୈତିକ ଓ ସାଇବର କ୍ରାଇମ୍‌ ଉପରେ ଅଙ୍କୁଶ ଲଗାଇବା ସହ ସହରକୁ ଅପରାଧୀଙ୍କ କବଳରୁ ମୁକ୍ତ କରିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାୟିତ୍ୱ ଗ୍ରହଣ ପରେ ନିଜ ମତ ଦେଇଛନ୍ତି । ଆଗାମୀ ନିର୍ବାଚନ ପାଇଁ କଟକର 9 ଗୋଟି ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍‌ରେ ଆଇନ ଶୃଙ୍ଖଳାକୁ ମଜଭୁତ କରିବା ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି ଶ୍ରୀ ପାଣିଗ୍ରାହୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

ବିରୋଧ ଆଗରୁ ବିଜେପି ନେତା ଗିରଫ

କନ୍ଧମାଳ: ଆଜି ଫୁଲବାଣୀକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ତେବେ ଏହା ପୂର୍ବରୁ ପୋଲିସ ନେଇଛି କାର୍ଯ୍ୟାନୁଷ୍ଠାନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାକୁ ନେଇ ପ୍ରସ୍ତୁତ ହେଉଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସର ନେତାଙ୍କୁ ଗିରଫ କରିଛି ଟାଉନ୍ ପୋଲିସ । 

ମିଳିଥିବା ସୂଚନା ମୁତାବକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ବିଜେପି କାର୍ଯ୍ୟଳୟ ନିକଟରୁ ଦୁଇ ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ବିଜେପି ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ କମଳାକାନ୍ତ ପାଣ୍ଡେ, ଜିଲ୍ଲା ସଭାପତି ଓ ସମ୍ପାଦକ ପ୍ରମୁଖ । ସେମାନଙ୍କୁ ରିଜର୍ଭ ଅଫିସରେ ରଖାଯାଇଥିବା ସୂଚନା ରହିଛି ।

ଅନୁରୂପ ଭାବେ କଂଗ୍ରେସର କର୍ମୀମାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ପାଖାପାଖି 20 ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ । ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ମୂଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସେମାନେ ଗିରଫ ହୋଇଛନ୍ତି । 

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.