ETV Bharat / state

ଖସୁଛି ଆଳୁ, ପିଆଜ ଦର - କଟକ

ରାଜ୍ୟରେ ଧୀରେ ଧୀରେ ଖସୁଛି ଆଳୁ ପିଆଜ ଦର । କଟକ ଛତ୍ର ବଜାରରେ ମଧ୍ୟ ଆଶାଜନକ ଦର ହ୍ରାସ ପାଇଛି ।

PHOTO
ଛତ୍ରବଜାର
author img

By

Published : Dec 30, 2019, 7:35 PM IST

କଟକ: କିଛିଦିନ ଧରି ପିଆଜ, ଆଳୁ ଦର ଆକାଶ ଛୁଆଁ ଥିବାବେଳେ ଖାଉଟି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ କିଛି ଦିନ ଦର ଆକାଶ ଛୁଆଁ ଥିବାବେଳେ ଏବେ ଧୀରେ ଧୀରେ ଦର ଖସୁଛି ।

ଖସୁଛି ଆଳୁ ପିଆଜ ଦର

ଆଜି କଟକରେ ଆଳୁ ଦର ହୋଲସେଲରେ ୧୮ ଟଙ୍କାରେ ବିକ୍ରି ହେଉଥିବା ବେଳେ ଖୁଚୁରା ଦର କିଲୋପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଆଳୁ ଦର କିଲୋପ୍ରତି ୨୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ଏହା ୫ ଟଙ୍କା ଖସି ୨୦ ଟଙ୍କା ରେ ଖୁଚୁରାରେ ବିକ୍ରି ହେଉଛି ।

ସେହିପରି ପିଆଜ ଦର ମଧ୍ୟ କିଛି କମିଛି । ଛତ୍ରବଜାର ପରିବା ମଣ୍ଡିରେ ୩ ପ୍ରକାର ପିଆଜ ମିଳୁଛି । ବଡ ପିଆଜ କିଲୋପ୍ରତି ୭୦ ରୁ ୮୦ ଟଙ୍କା ରେ ବିକ୍ରି ହେଉଥିବା ବେଳେ ଛୋଟ ପିଆଜ ୪୦ରୁ ୫୦ ଟଙ୍କା ଦରରେ ବିକ୍ରି ହେଉଛି । ତେବେ ପାଗ ଭଲ ରହିଲେ ପିଆଜ ଦର ସ୍ବାଭାବିକ ହେବ ବୋଲି ବ୍ୟବସାୟୀ ସଂଘ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କମୁଛି ଆଳୁ ଓ ପିଆଜ ଦର।ଆଜି ଆଳୁଦର ହୋଲସେଲ ରେ ୧୮ ଟଙ୍କା ରେ ବିକ୍ରୟ ହେଉଥିଲା ବେଳେ ଖୁଚୁରାରେ ଏହାର ଦର କିଲୋପ୍ରତି ୨୦ ଟଙ୍କାରେ ବିକ୍ରୟ ହେଉଛି।ଗତକାଲି ଆଳୁଦର କିଲୋପ୍ରତି ୨୫ ଟଙ୍କାରେ ବିକ୍ରୟ ହେଉଥିବା ବେଳେ ଆଜି ଏହା ୫ ଟଙ୍କା ଖସି ୨୦ ଟଙ୍କା ରେ ଖୁଚୁରାରେ ବିକ୍ରୟ ହେଉଛି।
ସେହିପରି ପିଆଜ ଦର ମଧ୍ୟ ଟିକେ କମିଛି।ଛତ୍ରବଜାର ପରିବା ମଣ୍ଡିରେ ୩ ପ୍ରକାର ପିଆଜ ମିଳୁଛି।ବଡ଼ ପିଆଜ କିଲୋପ୍ରତି ୭୦ ରୁ ୮୦ ଟଙ୍କା ରେ ବିକ୍ରୟ ହେଉଥିବା ବେଳେ ଛୋଟ ପିଆଜ ୪୦ରୁ ୫୦ ଟଙ୍କା ଦର ରେ ବିକ୍ରୟ ହେଉଛି।ତେବେ ପାଗ ଭଲ ରହିଲେ ପିଆଜ ଦର ସ୍ୱାଭାବିକ ହେବ ବୋଲି ବ୍ୟବସାୟୀ ସଂଘ ସୂଚନ ଦେଇଛନ୍ତି।

ବାଇଟ - ଦେବେନ୍ଦ୍ରନାଥ ସାହୁ,ସମ୍ପାଦକ ଛତ୍ରବଜାର ବ୍ୟବସାୟୀ ସଂଘ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.