ETV Bharat / state

ବେଲଗାମ ଆଳୁ ଦର, ଚିନ୍ତାରେ ଖାଉଟି - କଟକ ଛତ୍ରବଜାରରେ ଆଳୁ ଦର ବୃଦ୍ଧି

ବର୍ତ୍ତମାନ ଆଳୁ ଦର ବଢାଇଛି ଖାଉଟିଙ୍କ ଚିନ୍ତା । କଟକ ଛତ୍ରବଜାରରେ ଆଳୁ ଦର କିଲୋ ପିଛା 30 ଟଙ୍କାକୁ ବୃଦ୍ଧି ପାଇଛି । ଯାହାକୁ ନେଇ ଗ୍ରାହକଙ୍କ ନିକଟରେ ଅସନ୍ତୋଷ ପ୍ରକାଶ ପାଇଛି । ଏସମ୍ପର୍କରେ ଅଧିକ ପଢନ୍ତୁ...

ବେଲଗାମ ଆଳୁଦର, ଚିନ୍ତାରେ ଖାଉଟି
ବେଲଗାମ ଆଳୁଦର, ଚିନ୍ତାରେ ଖାଉଟି
author img

By

Published : Jan 9, 2020, 5:09 PM IST

କଟକ: ପିଆଜ ପରେ ଏବେ ଆଳୁର ପାଳି । କିଛିଦିନ ଖାଉଟିଙ୍କୁ ପିଆଜ କନ୍ଦାଉଥିବା ବେଳେ ଆଳୁ ଦର ଏବେ ସମସ୍ତଙ୍କର ଚିନ୍ତା ବଢାଇଛି । କଟକ ଛତ୍ରବଜାରରେ କିଛିଦିନ ପୂର୍ବ ଆଳୁ ଦର କିଲୋ ପିଛା 20 ଟଙ୍କା ଥିବା ବେଳେ ଏବେ ଗୁରୁବାର ଏହାର ଦର 10ଟଙ୍କା ଅଧିକ ଅର୍ଥାତ 30 ଟଙ୍କାକୁ ବୃଦ୍ଧି ପାଇଛି । ତା ଛଡା ଖୁଚୁରା ବ୍ୟବସାୟୀ ଆଳୁ କିଲୋ ପିଛା 35 ରୁ 40 ଟଙ୍କାରେ ବିକ୍ରି କରୁଛନ୍ତି ।

ଆଳୁ ଦରକୁ ଏବେଠାରୁ ଲଗାମ ନ ଦିଆଗଲେ ଭବିଷ୍ୟତ୍ୟରେ ଅଧିକ ଟଙ୍କା ହେବାର ସମ୍ଭାବନା ରହିଛି ବୋଲି କିଛି ଗ୍ରାହକ କହିଛି । ସେପଟେ ବର୍ଦ୍ଧିତ ଦରଦାମକୁ ନେଇ ଗ୍ରାହକମାନେ ଅସନ୍ତୁଷ୍ଟ ଥିବା ଜଣାପଡିଛି । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ....

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.