ETV Bharat / state

ପ୍ରବାସୀଙ୍କୁ ରାଜ୍ୟ ସୀମାରେ ପହଞ୍ଚାଉଛି ପୋଲିସ - ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟ ସୀମାରେ ପହଞ୍ଚାଉଛି ପୋଲିସ

ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟ ସୀମାରେ ପହଞ୍ଚାଉଛି ପୋଲିସ । ରାଜ୍ୟରେ ରହୁଥୁବା ବିଭିନ୍ନ ରାଜ୍ୟର ପ୍ରବାସୀ ମାନଙ୍କୁ ସାହାଯ୍ୟ ଜାରି ରଖିଛି ପୋଲିସ । ଵର୍ତ୍ତମାନ ବହୁ ସଂଖ୍ୟାରେ ଶ୍ରମିକ ଶ୍ରେଣୀୟ ବ୍ୟକ୍ତି ନିଜ ରାଜ୍ୟକୁ ଚାଲିଚାଲି ଫେରୁଥିବାର ଦୃଶ୍ୟ ସମ୍ନାକୁ ଆସୁଛି ।

police-help-people-in-inter-state-border-over-covid19
ପ୍ରବାସୀଙ୍କୁ ନିଜ ରାଜ୍ୟ ସୀମାରେ ପହଞ୍ଚାଉଛି ପୋଲିସ
author img

By

Published : May 14, 2020, 7:59 PM IST

କଟକ: ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟ ସୀମାରେ ପହଞ୍ଚାଉଛି ପୋଲିସ । ରାଜ୍ୟରେ ରହୁଥୁବା ବିଭିନ୍ନ ରାଜ୍ୟର ପ୍ରବାସୀ ମାନଙ୍କୁ ସାହାଯ୍ୟ ଜାରି ରଖିଛି ପୋଲିସ । ଵର୍ତ୍ତମାନ ବହୁ ସଂଖ୍ୟାରେ ଶ୍ରମିକ ଶ୍ରେଣୀୟ ବ୍ୟକ୍ତି ନିଜ ରାଜ୍ୟକୁ ଚାଲିଚାଲି ଫେରୁଥିବାର ଦୃଶ୍ୟ ସମ୍ନାକୁ ଆସୁଛି । କିନ୍ତୁ ସେମାନଙ୍କୁ ସୀମାରେ ପହଞ୍ଚାଇବା ପାଇଁ ହାତ ବଢାଇଛି ପୋଲିସ ।

police-help-people-in-inter-state-border-over-covid19
ପ୍ରବାସୀଙ୍କୁ ନିଜ ରାଜ୍ୟ ସୀମାରେ ପହଞ୍ଚାଉଛି ପୋଲିସ

ମହାମାରୀ କୋରୋନା ଲକଡାଉନ ଯୋଗୁଁ ଦେଶର ସବୁଠୁ ଅଧିକ ଭାବରେ ଅଭାବ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇଥିବା ଶ୍ରମିକ ତଥା ପ୍ରବାସୀ ମାନେ । ଏ ଭଳି ସମୟରେ ପୋଲିସ ପ୍ରବାସୀ ମାନଙ୍କୁ ସାହାଯ୍ୟର ହାତ ବଢାଇଛି । ରାଜ୍ୟ ପୋଲିସ ବସ ଯୋଗେ ସେମାନଙ୍କ ରାଜ୍ୟ ସୀମାରେ ଛାଡୁଛି ।

ରାଜ୍ୟର ପ୍ରମୁଖ ସୀମା ଫାଟକ ସୋହେଲା, ଗିରିସୋଳା ଓ କେରଡ଼ା ଠୁ ଲୋକଙ୍କୁ ନେଇ ସେମାନଙ୍କ ସୀମାରେ ପହଞ୍ଚାଯାଉଛି । ଗତକାଲି 250 ରୁ ଉର୍ଦ୍ଧ୍ବ ପ୍ରବାସୀଙ୍କୁ 6ଟି ବସ ସାହାଯ୍ୟରେ ସେମାନଙ୍କ ରାଜ୍ୟ ସୀମାରେ ପହଞ୍ଚାଯାଇଛି ବୋଲି ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଜଣାପଡିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.