ETV Bharat / state

କୋରୋନାରେ ପ୍ରାଣ ହରାଇଥିବା ପୋଲିସ-ହୋମଗାର୍ଡଙ୍କୁ ଖୁବଶୀଘ୍ର ମିଳିବ ସହାୟତା ରାଶି

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୪ ପୋଲିସ ଓ ୩ ହୋମଗାର୍ଡଙ୍କର କୋରୋନାରେ ମୃତ୍ୟୁ ଘଟିଛି। ସେମାନଙ୍କ ପରିବାର ବର୍ଗକୁ ୫୦ ଲକ୍ଷ ଟଙ୍କା ଦିଆଯିବା ସହ ମାସିକ ଦରମା ମଧ୍ୟ ପ୍ରଦାନ କରାଯିବ ବୋଲି ଡିଜି କହିଛନ୍ତି ।

କୋରୋନାରେ ପ୍ରାଣ ହରାଇଥିବା ପୋଲିସ-ହୋମଗାର୍ଡଙ୍କୁ ଖୁବଶୀଘ୍ର ମିଳିବ ସହାୟତା ରାଶି
କୋରୋନାରେ ପ୍ରାଣ ହରାଇଥିବା ପୋଲିସ-ହୋମଗାର୍ଡଙ୍କୁ ଖୁବଶୀଘ୍ର ମିଳିବ ସହାୟତା ରାଶି
author img

By

Published : Aug 27, 2020, 5:33 PM IST

କଟକ: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହା କବଳରେ ଆସି ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଛି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୪ ପୋଲିସ ଓ ୩ ହୋମଗାର୍ଡଙ୍କର କୋରୋନାରେ ମୃତ୍ୟୁ ଘଟିଛି।

କୋରୋନାରେ ପ୍ରାଣ ହରାଇଥିବା ପୋଲିସ-ହୋମଗାର୍ଡଙ୍କୁ ଖୁବଶୀଘ୍ର ମିଳିବ ସହାୟତା ରାଶି

ସେମାନଙ୍କ ପରିବାର ଲୋକଙ୍କୁ ସହାୟତା ଦେବା ପାଇଁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ ଅଛନ୍ତି। ଯାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେମାନଙ୍କ ପରିବାର ବର୍ଗକୁ ୫୦ ଲକ୍ଷ ଟଙ୍କା ଦିଆଯିବା ସହ ମାସିକ ଦରମା ମଧ୍ୟ ପ୍ରଦାନ କରାଯିବ ବୋଲି ଡିଜି କହିଛନ୍ତି । ତେବେ ଖୁବଶୀଘ୍ର ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.