ETV Bharat / state

ମାସ୍କ ନ ପିନ୍ଧି ହଟହଟା, ତଣ୍ଡ ଗଣିଲେ 60ରୁ ଉର୍ଦ୍ଧ୍ବ ବ୍ୟକ୍ତି - fines without wearing a mask

ମାତ୍ର ଲୋକେ ଏନେଇ ଗତକାଲିଠାରୁ(ସୋମବାର) ଠାରୁ ଆଜି(ମଙ୍ଗଳବାର ) ପର୍ଯ୍ୟନ୍ତ ପାଖାପାଖି 60ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଫାଇନ ଗଣି ସାରିଥିବାବେଳେ 12 ହଜାର ଟଙ୍କାରୁ ଉର୍ଦ୍ଧ୍ବ ଫାଇନ ବାବଦରେ ଆଦାୟ କରିଛି ପୋଲିସ ।

without wearing a mask
ମାସ୍କ ନପିନ୍ଧି ଗଣିଲେ ଫାଇନ
author img

By

Published : Apr 14, 2020, 3:34 PM IST

କଟକ: କୋରୋନା ଭାଇରସକୁ ରୋକିବାକୁ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ମାତ୍ର ଲୋକେ ଏନେଇ ଗତକାଲିଠାରୁ(ସୋମବାର) ଠାରୁ ଆଜି(ମଙ୍ଗଳବାର ) ପର୍ଯ୍ୟନ୍ତ ପାଖାପାଖି 60ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଫାଇନ ଗଣି ସାରିଥିବାବେଳେ 12 ହଜାର ଟଙ୍କାରୁ ଉର୍ଦ୍ଧ୍ବ ଫାଇନ ବାବଦରେ ଆଦାୟ କରିଛି ପୋଲିସ ।

ରାଜ୍ୟରେ ଗତ 9 ତାରିଖରୁ ଏହି ନିୟମକୁ ବେଶ କଡାକଡି ଭାବେ ଲାଗୁ କରାଯାଇଛି । ହେଲେ ଏତେ ସଚେତନ କରିବା ପରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ବିଶେଷ ପ୍ରଭଵ ଦେଖିବାକୁ ମିଳୁ ନଥିବାରୁ ସିଏମସି ଓ ପୋଲିସ ମିଳିତ ଭାବେ ଲୋକମାନଙ୍କ ପାଇଁ ଡାକବାଜି ଯନ୍ତ୍ରରେ ପ୍ରଚାର କରିଥିଲେ । ତାପରେ ବି ଲୋକେ ମାସ୍କ ଗାମୁଛା , ରୁମାଲ ଆଦି ମୁଁହରେ ନଭିଡି ଜରୁରୀ କାମରେ ବାହାରକୁ ବାହାରିବାକୁ ଗଣିବାକୁ ପଡୁଛି ଫାଇନ ।

ତେବେ ସିଏମସିର ବ୍ୟାପକ ପ୍ରଚାର ପରେ ମଧ୍ୟ ସ୍ଥିତି ବଦଳୁନି । ତେବେ ଲକଡାଉନ ଅବିଧି ବୃଦ୍ଧି କରାଯାଇ ଥିବାରୁ ଫାଇନ ପ୍ରକ୍ରିୟାକୁ ମଧ୍ୟ ବେଶ ମଜଭୁତ କରାଯିବା ନେଇ କମିଶନରେଟ ପୋଲିସ ପକ୍ଷରୁ ସ୍ପଷ୍ଟ ହୋଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.