ETV Bharat / state

ଜାଇକା ଯନ୍ତ୍ରଣା; ସିଏମସି କମିଶନରଙ୍କୁ ଭେଟିଲେ ବିଜେପି ଯୁବମୋର୍ଚ୍ଚା - କମିଶନର ଅନନ୍ୟା ଦାସ

ବିଭିନ୍ନ ସମସ୍ୟାରେ କାଳାତିପାତ କରୁଛି କଟକ ସହର । ଜରାଜୀର୍ଣ୍ଣ ଅବସ୍ଥାରେ ସହରର ରାସ୍ତାଘାଟ ଓ ନାଳନର୍ଦ୍ଦମା । ମହାନଗର ନିଗମ ଅଧିନରେ ଥିବା ସମସ୍ତ ୱାର୍ଡର ସ୍ଥିତି ସଙ୍ଗୀନ । ଏନେଇ ବିଜେପି ଯୁବମୋର୍ଚ୍ଚା ସିଏମସି କମିଶନରଙ୍କୁ ଭେଟି ସମସ୍ୟା ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 14, 2019, 6:02 PM IST

Updated : Aug 14, 2019, 6:50 PM IST

କଟକ: ବିପର୍ଯ୍ୟସ୍ତ ଅବସ୍ଥାରେ ସିଲଭର ସିଟି । ମହାନଗର ନିଗମ ଅଧିନରେ ଥିବା ସମସ୍ତ ୱାର୍ଡର ସ୍ଥିତି ସଙ୍ଗୀନ । ଜରାଜୀର୍ଣ୍ଣ ଅବସ୍ଥାରେ ସହରର ରାସ୍ତାଘାଟ । ନାଳନର୍ଦ୍ଦମା କଥା ନକହିବା ଭଲ । ଟିକିଏ ବର୍ଷା ହେଲେ ସବୁଆଡେ ଆଣ୍ଠୁଏ ପାଣି । ବିଭିନ୍ନ ସମସ୍ୟାରେ ସନ୍ତୁଳିତ ସହରବାସୀ । ସମାଧାନ ପାଇଁ ବୁଧବାର ସିଏମସି କମିଶନରଙ୍କୁ ଭେଟିଛନ୍ତି ବିଜେପି ଯୁବମୋର୍ଚ୍ଚା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ଯୁବ ମୋର୍ଚ୍ଚାଙ୍କ କହିବା କଥା ହେଲା କମିଶନରଙ୍କୁ ଦାୟିତ୍ବ ନେବାର 2 ମାସରୁ ଊର୍ଦ୍ଧ୍ବ ସମୟ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସହରରେ ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇ ନାହିଁ । ଯାହାକୁ ନେଇ ସହରବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି । ବିଶେଷକରି ଜାଇକା ପ୍ରକଳ୍ପର ପ୍ରାଦୁର୍ଭାବ ଯୋଗୁଁ ସାଧାରଣ ଜନତା ଅସ୍ତବ୍ୟସ୍ତ । ତେବେ ଆଗାମୀ ଦିନ ମାନଙ୍କରେ କଟକର ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିବା ନେଇ କର୍ମୀଙ୍କୁ ସୂଚନା ଦେଇଛନ୍ତି କମିଶନର ଅନନ୍ୟା ଦାସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ : ବିପର୍ଯ୍ୟସ୍ତ ଅବସ୍ଥା ରେ ସିଲଭରସିଟି । ମହାନଗର ନିଗମ ଅଧିନ ରେ ଥିବା ସମସ୍ତ ୱାର୍ଡ ର ସ୍ଥିତି ସଙ୍ଗିନ । ଜରାଜୀର୍ଣ୍ଣ ରାସ୍ତା ଘାଟ ଠୁ ଆରମ୍ଭ କରି ରୁଗଣ ପରିମଳ ବ୍ୟବସ୍ଥା । ଯାହା ସହର ବାସୀଙ୍କ ନିଦ ହଯାଇଦେଇଛି । ତେବେ ଏହି ସମସ୍ୟା ର ସମାଧନ ପାଇଁ ଆଜି ସିଏମସି କମିଶନର ଙ୍କୁ ଭେଟିଛନ୍ତି ବିଜେପି ଯୁବ ମୋର୍ଚା ।

Body:କମିଶନର ଙ୍କୁ ଦାଇତ୍ୱ ନେବାର 2 ମାସ ରୁ ଉର୍ଧ୍ଵ ସମୟ ହୋଇଥିଲେ ସୁଦ୍ଧା ଏଜବତ ସହର ରେ ଆଖି ଦୃଷ୍ଟିଆ ପଦକ୍ଷେପ ଆସିନୀ । ଯାହାକୁ ନେଇ ସହରବାସୀ ନାହିଁନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି । ବିଶେକରି ଜାଇକା ପ୍ରକଳ୍ପ ର ପାଦରୁଭାବ ଯୋଗୁ ସାଧାରଣ ଜନତା ଅସ୍ତବ୍ୟସ୍ତ । ତେବେ ଆଗାମୀ ଦିନ ମାନଙ୍କରେ କଟକ ର ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିବ ନେଇ କର୍ମୀ ଙ୍କୁ ସୂଚନା ଦେଇଛନ୍ତି କମିଶନର ଅନନ୍ୟା ଦାସ ।

ବାଇଟ: ଦୀପକ କୁମାର ଦାସ( ଯୁବମୋର୍ଚା ସଦସ୍ୟ )

Conclusion:
Last Updated : Aug 14, 2019, 6:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.