ETV Bharat / state

ଏସ୍‌ସିବି ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ

author img

By

Published : Oct 12, 2019, 3:00 PM IST

ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ । ରୋଗୀ ଜଣଙ୍କ ନୂଆ ମେଡିସିନ ବିଭାଗ ନିରାଶ୍ରୟ ୱାର୍ଡର ତିନି ମହଲାରୁ ଡେଇଁଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଏସ୍‌ସିବି ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ । ରୋଗୀ ଜଣଙ୍କ ନୂଆ ମେଡିସିନ ବିଭାଗ ନିରାଶ୍ରୟ ୱାର୍ଡର ତିନି ମହଲାରୁ ଡେଇଁଥିବା ସୂଚନା।

ସୂଚନା ଅନୁଯାୟୀ ରୋଗୀ ଜଣଙ୍କ ୱାର୍ଡର ଝରକା ଗ୍ରୀଲ ତାଡି ଡେଇଁ ପଡିଥିଲେ । ତେବେ ରୋଗୀ ଜଣଙ୍କ କିଏ, ସେ ନେଇ କୌଣସି ସୂଚନା ମିଳି ପାରିନାହିଁ । ଏଥିସହ ରୋଗୀ ଜଣଙ୍କ ଡେଇଁବାର କାରଣ ମଧ୍ୟ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.