କଟକ: ଆଇସିୟୁରେ ପଦ୍ମଶ୍ରୀ ଡି ପ୍ରକାଶ ରାଓ । ଅସୁସ୍ଥତା ହେତୁ ଏସ ସି ବି ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ପ୍ରକାଶ । ଅନୁଗୋଳର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଇଥିବା ସମୟରେ ସେ ହଠାତ୍ ଅସୁସ୍ଥ ହୋଇଯାଇଥିଲେ ।
ଵର୍ତ୍ତମାନ ତାଙ୍କୁ ଆଇ ସି ୟୁ ରେ ଭର୍ତ୍ତି କରାଯାଇଛି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ