ETV Bharat / state

ଧୀରେ ଧୀରେ ଖସୁଛି ପିଆଜ ଦର - ଖସୁଛି ପିଆଜ ଦର

କମୁଛି ପିଆଜ ଦର। ଛତ୍ରବଜାର ପରିବାମଣ୍ଡିରେ ଶନିବାର ପିଆଜ ଦର ହୋଲସେଲରେ ୭୦ ରୁ ୮୦ ଟଙ୍କା କିଲୋପ୍ରତି ରହିଥିଲା। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

onion price  decreasing
ଧୀରେ ଧୀରେ ଖସୁଛି ପିଆଜ ଦର
author img

By

Published : Dec 14, 2019, 7:32 PM IST

କଟକ: ହୁ ହୁ ହୋଇ ବଢିବା ପରେ ଏବେ ଖସୁଛି ପିଆଜ ଦର। 120 ଟଙ୍କା ବଦଳରେ ଏବେ କିଲୋପ୍ରତି 80ରୁ 90 ଟଙ୍କାରେ ବିକ୍ରି ହେଉଛି। ସେହିପରି ହୋଲସେଲରେ ଦର ରହିଛି 70ରୁ 80ଟଙ୍କା। ଶନିବାର ବଜାରକୁ ୩ ଟ୍ରକ ପିଆଜ ଗାଡି ଆସିଛି। ପୂର୍ବରୁ ପ୍ରତ୍ୟକ ଦିନ ୮ ରୁ ୯ ଟ୍ରକ ପିଆଜ ଗାଡି ପିଆଜ ଆସୁଥିଲା। ଦର ଉଚ୍ଚା ଥିବାରୁ ପିଆଜ ବିକ୍ରି ମାନ୍ଦା ରହିଛି। ଜାନୁଆରୀ ପ୍ରଥମ ମାସରେ ଏହାର ଦର ଆହୁରି କମିବ ବୋଲି ବ୍ୟବସାୟୀ ସଂଘର ସଭାପତି କହିଛନ୍ତି ।

ଧୀରେ ଧୀରେ ଖସୁଛି ପିଆଜ ଦର

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଧୀରେ ଧୀରେ କମୁଛି ପିଆଜ ଦର।ଛତ୍ରବଜାର ପରିବାମଣ୍ଡି ରେ ଆଜି ପିଆଜ ଦର ହୋଲସେଲ ରେ ୭୦ ରୁ ୮୦ ଟଙ୍କା କିଲୋପ୍ରତି ରହିଥିଲା ବେଳେ ଖୁଚୁରାରେ ଏହାର ଦର ୮୦ ରୁ ୯୦ ଟଙ୍କା ରେ ବିକ୍ରୟ ହେଉଛି।ସେହିପରି ଆଜି ବଜାରକୁ ୩ ଟ୍ରକ ପିଆଜ ଗାଡି ଆସିଛି।ପୂର୍ବରୁ ପ୍ରତ୍ୟକ ଦିନ ୮ ରୁ ୯ ଟ୍ରକ ପିଆଜ ଗାଡି ପିଆଜ ଆସୁଥିଲା।ତେବେ ଦର ଉଚ୍ଚା ଥିବାରୁ ପିଆଜ ବିକ୍ରି ମାନ୍ଧା ରହିଛି।ଜାନୁଆରୀ ପ୍ରଥମ ମାସ ରେ ଏହାର ଦର ଆହୁରି କମିବ ବୋଲି ବ୍ୟବସାୟୀ ସଂଘ ପୂର୍ବାନୁମାନ କରିଛନ୍ତି।

ବାଇଟ - ଦେବେନ୍ଦ୍ରନାଥ ସାହୁ,ସଭାପତି ଛତ୍ରବଜାର ପରିବା ବ୍ୟବସାୟୀ ସଂଘ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.