ETV Bharat / state

ଆସନ୍ତା ଗୁରୁବାର ଯାଏଁ କୋର୍ଟ ବର୍ଜନ କରିବେ ଆଇନଜୀବୀ - bar association

ବିଭିନ୍ନ ଦାବି ନେଇ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରିବେ ଆଇନଜୀବୀ ।

ଡିଜାଇନ ଫଟୋ
author img

By

Published : Aug 22, 2019, 7:12 PM IST

କଟକ: ବିଭିନ୍ନ ଦାବି ନେଇ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରିବେ ଆଇନଜୀବୀ । ଏନେଇ ଆଜି ହାଇକୋର୍ଟ ବାର ପରିସରରେ ହୋଇଥିବା ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆସନ୍ତା ଗୁରୁବାର ଅପରାହ୍ନ ୧ .୩୦ ରେ ହେବାକୁ ଥିବା ବୈଠକରେ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ହାଇକୋର୍ଟ ବାର ଆଇନଜୀବୀ ସଂଘର କହିବାନୁୟାୟୀ ହାଇକୋର୍ଟରେ ଆବଶ୍ୟକୀୟ ବିଚାରପତି ନାହାନ୍ତି । ହାଇକୋର୍ଟରେ 27 ଜଣ ବିଚାରପତି ଆବଶ୍ୟକ ଥିବାବେଳେ ଏବେ ମାତ୍ର 14 ଜଣ ବିଚାରପତି ରହିଛନ୍ତି । ଏନେଇ ବାରମ୍ବାର ଦାବି କରାଯାଉଥିଲେ ବି ଏଥିରେ କୌଣସି ସୁଫଳ ମିଳୁ ନଥିବା ହାଇକୋର୍ଟ ବାର ସମ୍ପାଦକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବିଭିନ୍ନ ଦାବି ନେଇ ଆସନ୍ତା ଗୁରୁବାର ଦିନ ପର୍ଯ୍ୟନ୍ତ ହାଇକୋର୍ଟ ମୁଖ୍ୟ ବିଚାରପତି ଙ୍କ କୋର୍ଟ ବର୍ଜନ କରିବେ ଆଇନଜୀବି ।ଏନେଇ ଆଜି ହାଇକୋର୍ଟ ବାର ପରିସରରେ ହୋଇଥିବା ସାଧାରଣ ପରିଷଦ ବୈଠକରେ ନିଷ୍ପତି ନିଆଯାଇଛି।ଆସନ୍ତା ଗୁରୁବାର ଅପରାହ୍ନ ୧ .୩୦ ରେ ହେବାକୁ ଥିବା ବୈଠକରେ ଆନ୍ଦୋଳନର ପରବର୍ତ୍ତି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତି ନିଆଯାଇଛି।
ହାଇକୋର୍ଟ ବାର ଆଇନଜୀବି ସଂଘ ଦାବି କରିଛି ଜେ,ହାଇକୋର୍ଟ ରେ ଜେତିକି ବିଚାରପତି ଆବଶ୍ୟକ ସେତିକି ନାହାନ୍ତି।ହାଇକୋର୍ଟ ରେ 27 ଜଣ ବିଚାରପତି ଆବଶ୍ୟକ ଥିବାବେଳେ ଏବେ ମାତ୍ର 14 ଜଣ ବିଚାରପତି ରହିଛନ୍ତି।ଏନେଇ ବାରମ୍ବାର ଦାବି କରାଯାଉଥିଲେ ବି ଏଥିରେ କୌଣସି ସଫଳ ମିଳୁ ନ ଥିବା ହାଇକୋର୍ଟ ବାର ସମ୍ପାଦକ କହିଛନ୍ତି।

ବାଇଟ - ସଞ୍ଜୟ ଦାସ,ସମ୍ପାଦକ,ହାଇକୋର୍ଟ ବାର ଆସୋସିଏସନ।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.