ETV Bharat / state

OMSA ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ଓଡିଶା ହାଇକୋର୍ଟ

author img

By

Published : May 19, 2022, 7:22 PM IST

ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ(OMSA)ର ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତିକୁ ରଦ୍ଦ କରିବା ସହ ଅସିଦ୍ଧ ଘୋଷଣା କଲେ ଓଡିଶା ହାଇକୋର୍ଟ । ଅଧିକ ପଢନ୍ତୁ

OMSA ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ଓଡିଶା ହାଇକୋର୍ଟ
OMSA ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ଓଡିଶା ହାଇକୋର୍ଟ

କଟକ: ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ(OMSA)ର ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତିକୁ ରଦ୍ଦ କରିବା ସହ ଅସିଦ୍ଧ ଘୋଷଣା କଲେ ଓଡିଶା ହାଇକୋର୍ଟ । ଡ଼ଃ ପବିତ୍ର ମୋହନ ମଲ୍ଲିକଙ୍କ ପକ୍ଷରୁ ଆଗତ ଆବେଦନର ରାୟ ପ୍ରକାଶ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଶୁଣାଇଛନ୍ତି । OMSAର ପ୍ରତି ଦୁଇ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ ।

ଗତବର୍ଷ ମାର୍ଚ୍ଚ ମାସରୁ ନିର୍ବାଚିତ କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ନିର୍ବାଚନ ହୋଇପାରିନାହିଁ । ଇତିମଧ୍ୟରେ ଆପେଲେଟ ଅଥରିଟି ପକ୍ଷରୁ ଏକ ନିର୍ବାଚନ କମିଟି ଗଠନ କରାଯାଇଛି । ଯେଉଁ କମିଟି ନିର୍ବାଚନ ସମ୍ପର୍କରେ ଗତ ଫେବୃଆରୀ 1 ତାରିଖରେ ବିଜ୍ଞପ୍ତି ଜାରି କରିଥିଲା । ତେବେ ଓମସା ଆଇନ ଅନୁଯାୟୀ ଆପେଲେଟ କମିଟି କିମ୍ବା ତଦ୍ବାରା ନିଯୁକ୍ତ ନିର୍ବାଚନ କମିଟି ନିର୍ବାଚନ ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରିବ ନାହିଁ ଦର୍ଶାଇ ଏହି ମାମଲା ଦାୟର ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.