ETV Bharat / state

ଏଣିକି ଘରେ ବସି ଦେଖିପାରିବେ ବାଲିଯାତ୍ରା - ସୋସିଆଲ ମିଡିଆ

ଯେଉଁମାନେ ବାଲିଯାତ୍ରା ଦେଖିବାକୁ ନଯାଇପାରିବେ, ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ବାଲିଯାତ୍ରାର ମଜା ଉଠାଇବେ । ଅଧିକ ପଢନ୍ତୁ...

ଏଣିକି ଘରେ ବସି ଦେଖିବେ ବାଲିଯାତ୍ରା
author img

By

Published : Nov 7, 2019, 11:44 PM IST

କଟକ: ଏଣିକି ଘରେ ବସି ବାଲିଯାତ୍ରା ଦେଖିବେ ଦର୍ଶକ । ସୋସିଆଲ ମିଡିଆରେ ବଢିବ ବାଲିଯାତ୍ରାରେ କ୍ରେଜ । ଫେସବୁକ, ଟ୍ବିଟର, ୟୁଟ୍ୟୁବରେ ଦେଖିବାକୁ ମିଳିବ ବାଲିଯାତ୍ରାର ଦୃଶ୍ୟ ।

ଏଣିକି ଘରେ ବସି ଦେଖିବେ ବାଲିଯାତ୍ରା

ତେବେ ଯେଉଁମାନେ ବାଲିଯାତ୍ରା ଦେଖିବାକୁ ନଯାଇପାରିବେ, ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ବାଲିଯାତ୍ରାର ମଜା ଉଠାଇବେ । ଏନେଇ ଏକ ଘରୋଇ କମ୍ପାନୀ ସହ ଆଲୋଚନା କରାଯାଇଛି । ଯାହା ସଫଳ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

ତେବେ ବାଲିଯାତ୍ରାର ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଦର୍ଶିତ କରାଯିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Intro:ଟ୍ରନ ଇଞ୍ଜିନ ରେ ନିଆଁ । ଷ୍ଟେସନ ରେ ଅଟକି ଥିବା ବେଳେ ଜଳିଲା ଇଞ୍ଜିନ । କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା । Body: ଅନୁଗୋଳ ଜିଲ୍ଲା ହଣ୍ଡପା ଷ୍ଟେସନ ନିକଟରେ ରେଳ ଇଞ୍ଜିନରେ ନିଆଁ ଲାଗିଥିବା ଜଣା ପଡ଼ିଛି । ଆଜମେର ରୁ ପୁରୀ ଯାଉଥିବା ଟ୍ରେନରେ ନିଆଁ ଲାଗିଛି । ଫଳରେ ପ୍ରାୟ 2 ଘଣ୍ଟା କାଳ ଟ୍ରେନ ଅଟକି ରହିଥିଲା । ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳି ପାରି ନାହିଁ । ଦମକଳ ବାହିନୀ ନିଆଁ କୁ ଆୟତ୍ତ କରିଛି । ସେପଟେ ଅନ୍ୟ ଏକ ଇଞ୍ଜିନ ଖଞ୍ଜି ଟ୍ରେନ ଘଟଣା ସ୍ଥଳ ଛାଡିଥିବା ଜଣା ପଡ଼ିଛି ।Conclusion:ତେବେ ନିଆଁ ଲାଗି ବା ଦେଖି ସମସ୍ଥେ ଭୟ ଭିତ ହୋଇ ଯାଇଥିଲେ ।କୌଣସି ସଟସର୍କିଟ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଏନେଇ ରେଲୱେ ପକ୍ଷରୁ କୌଣସି ସଠିକ ସୂଚନା ଦିଆଯାଇ ନାହିଁ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.