ETV Bharat / state

ତାଲା ବନ୍ଦ ନିୟମ ଉଲ୍ଲଂଘନ, ଗତ ୨୪ ଘଣ୍ଟାରେ ୨୧୯ଟି ମାମଲା ରୁଜୁ - ତାଲାବନ୍ଦ ନିୟମ ଉଲଂଘନ

ବୁଧବାର ପର୍ଯ୍ୟନ୍ତ ମୋଟ ୨,୦୩୩ ଟି ମାମଲା ରୁଜୁ କରାଯାଇଛି। ଗତ ୨୪ ତାରିଖ ଠାରୁ ଏପ୍ରିଲ 1 ତାରିଖ ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

lockdown violation
୨୪ ଘଣ୍ଟାରେ ୨୧୯ ଟି ମାମଲା ରୁଜୁ
author img

By

Published : Apr 1, 2020, 8:46 PM IST

କଟକ: ତାଲାବନ୍ଦ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ମାମଲା ରୁଜୁ । ବୁଧବାର ପର୍ଯ୍ୟନ୍ତ ମୋଟ ୨,୦୩୩ ଟି ମାମଲା ରୁଜୁ କରାଯାଇଛି। ଗତ ୨୪ ତାରିଖ ଠାରୁ ଏପ୍ରିଲ 1 ତାରିଖ ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

lockdown violation
୨୪ ଘଣ୍ଟାରେ ୨୧୯ ଟି ମାମଲା ରୁଜୁ

ମଙ୍ଗଳବାର ସକାଳୁ ବୁଧବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୨୧୯ ଟି ମାମଲା ରୁଜୁ କରାଯାଇଛି। ଏହି ୨୧୯ ଟି ମାମଲା ମଧ୍ୟରୁ ୧୯୭ ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗ ରୁଜୁ ହୋଇଥିବା ବେଳେ ୯ ଟି ମାମଲା ହୋମ କ୍ବାରେଣ୍ଟାଇନ ଉଲଙ୍ଘନ କରିବା ଅଭିଯୋଗରେ ଓ ୧୩ ଟି ମାମଲା ଅନ୍ୟ ସମ୍ପର୍କିତ ନିୟମ ଉଲ୍ଲଂଘନ ନେଇ ମାମଲା ରୁଜୁ କରାଯାଇଥିବା ଏକ ପ୍ରେସ ରିଲିଜ ମାଧ୍ୟମରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୁଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.