ETV Bharat / state

ନିହାରିକାଙ୍କୁ କଟକରେ ହତ୍ୟା କରାଯାଇଛି: ଡିଜି

author img

By

Published : Sep 21, 2019, 2:05 PM IST

ନିହାରିକାଙ୍କୁ ଯୋଜନାବଦ୍ଧ ଭାବେ କଟକରେ ହତ୍ୟା କରାଯାଇଥିବା ନେଇ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଫାଇଲ ଫଟୋ

କଟକ: ନିହାରିକାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଏହା ପରେ ମୃତ ଦେହକୁ ଅଖାରେ ଭର୍ତ୍ତି କରି ବାଇକ ଯୋଗେ ନଦୀ କୂଳକୁ ନିଆଯାଇଛି। ନିହାରିକାଙ୍କ ପୁରୁଷ ବନ୍ଧୁ ରାଜା ହତ୍ୟା କରିଥିବା ନେଇ ସିସିଟିଭିରୁ ପ୍ରମାଣ ମିଳିଛି । କଟକରେ ହିଁ ତାଙ୍କୁ ହତ୍ୟା କରାଯାଇଛି । ଏନେଇ ପୋଲିସ ମୁଖ୍ୟାଳୟ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.