ETV Bharat / state

Mother Of Tigress Khairi Died: ନିହାରୀ ନଳିନୀଙ୍କ ୮୮ ବର୍ଷରେ ଦେହାନ୍ତ - ବାଘୁଣୀ ମାର ମୃତ୍ୟୁ

ମହାବଳ ବାଘକୁ ଘରେ ପାଳି ଚର୍ଚ୍ଚାରେ ରହିଥିବା ସାହସୀ ମହିଳା ନିହାର ନଳିନୀ ସ୍ବାଇଁଙ୍କର ଦେହାନ୍ତ । ମୃତ୍ୟୁବେଳକୁ ତାଙ୍କୁ 88 ବର୍ଷ ହୋଇଥିଲା । ଅଧିକ ପଢନ୍ତୁ

Mother Of Tigress Dies: ନିହାରୀ ନଳିନୀଙ୍କ ୮୮ ବର୍ଷରେ ଦେହାନ୍ତ

author img

By

Published : Dec 29, 2021, 4:33 PM IST

କଟକ: ମହାବଳ ବାଘକୁ ଘରେ ପାଳି ଚର୍ଚ୍ଚାରେ ରହିଥିବା ସାହସୀ ମହିଳା ନିହାର ନଳିନୀ ସ୍ବାଇଁଙ୍କର ଦେହାନ୍ତ ହୋଇଛି । କଟକ ସିଦ୍ଧେଶ୍ବର ସାହି ଠାରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 88 ବର୍ଷ ହୋଇଥିଲା ।

Mother Of Tigress Dies: ନିହାରୀ ନଳିନୀଙ୍କ ୮୮ ବର୍ଷରେ ଦେହାନ୍ତ
Mother Of Tigress Dies: ନିହାରୀ ନଳିନୀଙ୍କ ୮୮ ବର୍ଷରେ ଦେହାନ୍ତ

1974 ମସିହାରେ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ତତ୍କାଳୀନ ନିର୍ଦ୍ଦେଶକ ସରୋଜ ରାୟ ଚୌଧୂରୀ ସ୍ତ୍ରୀ ନିହାର ନଳିନୀଙ୍କ ସହ ବୁଲୁଥିବା ସମୟରେ ସ୍ଥାନୀୟ ଖାଇରା ନଦୀ କୂଳରୁ ଏକ ବାଘ ଛୁଆଟିକୁ ଏକୁଟିଆ ପାଇ ତାକୁ ଘରକୁ ଆଣିଥିଲେ ।

ଦୀର୍ଘ 7 ବର୍ଷ ଧରି ନିଜ ପିଲା ଭଳି ତା’ର ଲାଳନ ପାଳନ କରିଥିଲେ ନିହାର ନଳିନୀ । ଆଉ ଘର ଅଗଣାରେ ରହୁଥିବା ବାଘ ଦେଖିବାକୁ ଆସୁଥିଲେ ଲୋକେ । 1981 ମସିହାରେ ବାଘଟିର ମୃତ୍ୟୁ ହୋଇଥିଲା ।

ହେଲେ ସେମାନଙ୍କର କୌଣସି ପିଲାଛୁଆ ନଥିବାରୁ ସ୍ବାମୀଙ୍କୁ ହରାଇବା ପରେ ସେ ଖଇରି ସହ ବିତାଇଥିବା ସମୟକୁ ଏକାକୀ ଭାବେ ବୃଦ୍ଧା ଆଶ୍ରମରେ ରହି ସବୁବେଳେ ମନେପକାଉଥିଲେ ନିହାର ନଳିନୀ ।

ଗତକାଲି(ମଙ୍ଗଳବାର) ସେ ଖାଇସାରି ଶୋଇବାକୁ ଯାଇଥିଲେ। ତା’ପରେ ସେ ଆଉ ଉଠି ନଥିଲେ । ଶୋଇଯାଇଥିଲେ ଚିର ନିଦ୍ରାରେ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.