ETV Bharat / state

Model Soumya Death Case: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

author img

By

Published : Jan 6, 2023, 10:27 PM IST

୩୦ ଜାନୁଆରୀ ୨୦୨୨ ରେ ଭୁବନେଶ୍ୱର କଳାରାହଙ୍ଗ ରେ ସୌମ୍ୟ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁ ପାଇଁ ତାଙ୍କର ପ୍ରେମିକାଙ୍କୁ ସେ ଦାୟୀ କରିଥିଲେ । ଫେବ୍ରୁଆରୀ ୨ ରେ ଇନଫୋସିଟି ଥାନା ଓ ଫେବୃଆରୀ ୧୯ ରେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ ସୌମ୍ୟଙ୍କ ଭଉଣୀ । ଅଧିକ ପଢନ୍ତୁ

କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ବହୁ ଚର୍ଚ୍ଚିତ ଭୁବନେଶ୍ୱର ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ପ୍ରସଙ୍ଗ । ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୩ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୩୦ ଜାନୁଆରୀ ୨୦୨୨ ରେ ଭୁବନେଶ୍ୱର କଳାରାହଙ୍ଗ ରେ ସୌମ୍ୟ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପାଇଁ ତାଙ୍କର ପ୍ରେମିକାଙ୍କୁ ସେ ଦାୟୀ କରିଥିଲେ। ଫେବ୍ରୁଆରୀ ୨ ରେ ଇନଫୋସିଟି ଥାନା ଓ ଫେବୃଆରୀ ୧୯ ରେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ ସୌମ୍ୟଙ୍କ ଭଉଣୀ । ପୋଲିସ କାର୍ଯ୍ୟାନୁଷ୍ଠାନ ନ ହେବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୌମ୍ୟଙ୍କ ପରିବାର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.