ETV Bharat / state

ଖାନନଗରରେ ବସ ଟର୍ମିନାଲ ପ୍ରସଙ୍ଗ, ସରକାରଙ୍କୁ ବାରବାଟୀ ବିଧାୟକଙ୍କ ପ୍ରଶ୍ନ

author img

By

Published : Jan 29, 2021, 8:43 AM IST

ଖାନନଗର ବସ ଟର୍ମିନାଲ ପ୍ରସଙ୍ଗ। ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି କଟକ ବାରବାଟୀ କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ। କାହା ସ୍ବାର୍ଥରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସେ। ଅଧିକ ପଢନ୍ତୁ...

ଖାନନଗର ରେ ବସ ଟର୍ମିନାଲ ପ୍ରସଙ୍ଗ, ସରକାରଙ୍କୁ ବାରବାଟୀ ବିଧାୟକଙ୍କ ପ୍ରଶ୍ନ

କଟକ: ଥମୁନି ଖାନନଗରରେ ବସ ଟର୍ମିନାଲ ପ୍ରସଙ୍ଗ। ଗୁରୁବାର ଖାନନଗର ଅଞ୍ଚଳ ବାସିନ୍ଦା ଏହାକୁ ବିରୋଧ କରି ପ୍ରତିବାଦ କରିଥିବା ବେଳେ ଆଜି ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି କଟକ ବାରବାଟୀ କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ।

ଗତ ୨୦୧୨ ଡିସେମ୍ବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ବସଷ୍ଟାଣ୍ଡ ଉପରେ ସମୀକ୍ଷା କରିଥିବା ବେଳେ ଗୋପାଳପୁରରେ ନିର୍ମାଣ ହେବ ବୋଲି କହିଥିଲେ । ଏନେଇ ପ୍ରକଳ୍ପ ମଧ୍ୟ ଆରମ୍ଭ ହୋଇଥିଲା। ଏପରିକି ଗୋପାଳପୁର ଠାରେ କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରାଯାଇଥିଲା।

କିନ୍ତୁ ୨୦୨୧ ମସିହା ଅର୍ଥାତ ୯ ବର୍ଷ ପରେ ଉକ୍ତ ସ୍ଥାନକୁ କାହିଁକି ପରିବର୍ତ୍ତନ କରାଗଲା ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି। କେଉଁ ଉଦ୍ଦେଶ୍ୟ ଓ କାହା ସ୍ବାର୍ଥରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ମୋକିମ୍।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.