ETV Bharat / state

ମାଟ୍ରିକ ଇମ୍ପ୍ରୁଭମେଣ୍ଟ ପ୍ରସଙ୍ଗ, 18 ସୁଦ୍ଧା ସରିବ ସେଣ୍ଟର ନିର୍ଦ୍ଧାରଣ କାର୍ଯ୍ୟ - matric improvement

ମାଟ୍ରିକ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପ୍ରସଙ୍ଗ। ଆସନ୍ତା 18 ତାରିଖ ସୁଦ୍ଧା ଶେଷ ହେବ ସେଣ୍ଟର ନିର୍ଦ୍ଧାରଣ କାର୍ଯ୍ୟ । 28 ତାରିଖ ସୁଦ୍ଧା ସେଣ୍ଟର ଗୁଡ଼ିକରେ ପହଞ୍ଚିବ ପ୍ରଶ୍ନପତ୍ର ଓ OMR । ଏହି ପରୀକ୍ଷା ଆସନ୍ତା 30 ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ 5 ତାରିଖରେ ଶେଷ ହେବ । ଅଧିକ ପଢନ୍ତୁ...

ମାଟ୍ରିକ ଇମ୍ପ୍ରୁଭମେଣ୍ଟ ପ୍ରସଙ୍ଗ, 18 ତାରିଖ ସୁଦ୍ଧା ଶେଷ ହେବ ସେଣ୍ଟର ନିର୍ଦ୍ଧାରଣ କାର୍ଯ୍ୟ

author img

By

Published : Jul 13, 2021, 10:25 AM IST

କଟକ: ମାଟ୍ରିକ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପ୍ରସଙ୍ଗ। ଆସନ୍ତା 18 ତାରିଖ ସୁଦ୍ଧା ଶେଷ ହେବ ସେଣ୍ଟର ନିର୍ଦ୍ଧାରଣ କାର୍ଯ୍ୟ । 28 ତାରିଖ ସୁଦ୍ଧା ସେଣ୍ଟର ଗୁଡ଼ିକରେ ପହଞ୍ଚିବ ପ୍ରଶ୍ନପତ୍ର ଓ OMR । ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ସେଣ୍ଟର ନିର୍ଦ୍ଧାରଣ ହେବ । ଅତି ବେଶୀରେ ଶହେ ଜଣ ପରୀକ୍ଷାର୍ଥୀଙ୍କୁ ନେଇ ଗୋଟିଏ ସେଣ୍ଟର ହେବ। ପରୀକ୍ଷା ପାଇଁ ଫର୍ମ ପୂରଣ ଜୁଲାଇ 5ରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ଆସନ୍ତାକାଲି (ବୁଧବାର) ମଧ୍ୟରାତ୍ର ଯାଏଁ ରଖାଯାଇଛି।

ତେବେ ଏହି ପରୀକ୍ଷା ଆସନ୍ତା 30 ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ 5 ତାରିଖରେ ଶେଷ ହେବ । ଅନଲାଇନ‌ ପରୀକ୍ଷା ଫଳରେ ଯେଉଁ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ରହିଛନ୍ତି, ସେମାନେ ଏହା ମାଧ୍ୟମରେ ପରୀକ୍ଷା ଦେଇପାରିବେ । ୧୫ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଜୁଲାଇ ପରୀକ୍ଷା ଫଳ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।

କଟକରୁ ପ୍ରଭୁ କଲ୍ଯାଣପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.