ETV Bharat / state

କଂଗ୍ରେସର ବନ୍ଦ ଡାକରା, ବର୍ଷିଲା ମାଲଗୋଦାମ ଚାମ୍ବର୍ସ ଅଫ କମର୍ସ - odisha band news

ତୈଳ ଦର ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଆଜି ସାରା ରାଜ୍ୟରେ କଂଗ୍ରେସ ବନ୍ଦ ଡାକରା ଦେଇଥିବାବେଳେ ଏହାକୁ ନେଇ କଂଗ୍ରେସରେ ବର୍ଷିଛି ମାଲଗୋଦାମ ଚାମ୍ବର ଅଫ କମର୍ସ । ଅଧିକ ପଢନ୍ତୁ ....

କଂଗ୍ରସର ବନ୍ଦ ଡାକରା , ବର୍ଷିଲା ମାଲଗୋଦାମ ଚାମ୍ବର୍ସ ଅଫ କମର୍ସ

author img

By

Published : Feb 15, 2021, 7:11 PM IST

କଟକ: ତୈଳ ଦର ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇଆଜି ସାରା ରାଜ୍ୟରେ କଂଗ୍ରେସ ବନ୍ଦ ଡାକରା ଦେଇଥିବାବେଳେ ଏହାକୁ ନେଇ କଂଗ୍ରେସ ଉପରେ ବର୍ଷିଛି ମାଲଗୋଦାମ ଚାମ୍ବର ଅଫ କମର୍ସ । ତେବେ ଆଜିର ବନ୍ଦ ଡାକରା ଫଳରେ ବେଶ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ ଦିନର ବନ୍ଦ ଫଳରେ 50 କୋଟି ଟଙ୍କା ପାଖାପାଖି କ୍ଷତି ସହିଥିବା କହିଛି ମାଲଗୋଦାମ ଚାମ୍ବର ଅଫ କମର୍ସ ।

କଂଗ୍ରସର ବନ୍ଦ ଡାକରା , ବର୍ଷିଲା ମାଲଗୋଦାମ ଚାମ୍ବର୍ସ ଅଫ କମର୍ସ

ତେବେ ଯେଉଁ ବନ୍ଦ ଡ଼କାରା ହେଉଛି ସେଥିରେ ପ୍ରଥମେ ମାଲଗୋଦାମ ହେଉଛି ବେଶ ପ୍ରଭାବିତ । କାରଣ ଏହା ରାଜ୍ୟବ୍ୟାପୀ ଲୋକଙ୍କ ସହାୟତାରେ ଆସିଥାଏ । ଯଦି ଗୋଟିଏ ଦିନ ବି ବନ୍ଦ ହେବ ଗାଡି ଚଳାଚଳ ତେବେ କୋଟି କୋଟି ଟଙ୍କାର କ୍ଷତି ସହୁଛନ୍ତି ମାଲଗୋଦାମ ବ୍ୟବସାୟୀ। ତେବେ ବନ୍ଦ ପୂର୍ବରୁ ମାଲଗୋଦାମ ଚାମ୍ବର ଅଫ କମର୍ସ ସହ ଆଲୋଚନା ହେବା ଦରକାର ଥିଲା ବୋଲି ମାଲଗୋଦାମ ଚାମ୍ବର ଅଫ କମର୍ସ କହିଛି । ବିନା ସୂଚନା କିମ୍ବା ଚିଠିରେ ବଳପୂର୍ବକ ବନ୍ଦ ଡାକରା ଦିଆଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛି ଚାମ୍ବର ଅଫ କମର୍ସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.