ETV Bharat / state

ମହିଳାଙ୍କୁ ନିର୍ମମ ହତ୍ୟା, ପ୍ରତିବାଦ କଲା ମହିଳା କଂଗ୍ରେସ

author img

By

Published : Jul 21, 2022, 10:20 AM IST

କୁତାଖାଇ ସାହିରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବରେ ହତ୍ୟା ଘଟଣାକୁ ନେଇ ବୁଧବାର ପ୍ରତିବାଦ କରିଛି କଟକ ମହିଳା କଂଗ୍ରେସ । ଅଧିକ ପଢନ୍ତୁ

ମହିଳାଙ୍କୁ ନିର୍ମମ ହତ୍ୟା ଘଟଣାରେ ମହିଳା କଂଗ୍ରେସର ପ୍ରତିବାଦ

କଟକ: କୁତାଖାଇ ସାହିରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବରେ ହତ୍ୟା ଘଟଣାକୁ ନେଇ ବୁଧବାର ପ୍ରତିବାଦ କରିଛି କଟକ ମହିଳା କଂଗ୍ରେସ । ଶତାଧିକ ମହିଳା କଂଗ୍ରେସ କର୍ମୀ କଟକ ଡିସିପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଟକ ଡ଼ିସିପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଖୁବଶୀଘ୍ର ହତ୍ୟାକାରୀକୁ ଗିରଫ କରିବାକୁ ଦାବି ଜଣାଇଛନ୍ତି ମହିଳା କଂଗ୍ରେସ କର୍ମୀ ।

କେବଳ ସେତିକି ନୁହେଁ ଜଣେ ସ୍ୱିଗି ଡେଲେଭରି ବୟଙ୍କ ହତ୍ୟାକାଣ୍ଡ ଘଟଣାରେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଧରି ପାରିନଥିବା ଅଭିଯୋଗ କରିଛି ମହିଳା କଂଗ୍ରେସ । ତେବେ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାନଗଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ମହିଳା କଂଗ୍ରେସ ।

ଇଟିିଭି ଭାରତ, କଟକ

For All Latest Updates

TAGGED:

cuttack news
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.