ETV Bharat / state

ସମସ୍ତଙ୍କୁ ବାନ୍ଧିଲେ, ଭୁଜାଲିରେ ଆକ୍ରମଣ କରି ଲୁଟିଲେ - lootera gang loot

ବିଳମ୍ବିତ ରାତିରେ ୬ ରୁ ୭ ଜଣ ଡକାୟତ ପାଖାପାଖି ୬ ଭରି ସୁନା ଓ ୮ଠ ହଜାର ନଗଦ ଟଙ୍କା ଲୁଟି ନେଇଛନ୍ତି । ଡକାୟତଙ୍କ ଆକ୍ରମଣରେ ଜଣେ ଆହତ ହୋଇଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 30, 2019, 6:47 AM IST

କଟକ: ଭୁଜାଲିରେ ଆକ୍ରମଣ କରି ଘର ଭିତରୁ ଲୁଟ । ବିଳମ୍ବିତ ରାତିରେ ୬ ରୁ ୭ ଜଣ ଡକାୟତ ପାଖାପାଖି ୬ ଭରି ସୁନା ଓ ୮ଠ ହଜାର ନଗଦ ଟଙ୍କା ଲୁଟି ନେଇଥିବାବେଳେ ଡକାୟତଙ୍କ ଆକ୍ରମଣରେ ଜଣେ ଆହାତ ହୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ କଟକ ଆଠଗଡର ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ବ୍ରାହଣବସ୍ତ ଗ୍ରାମର ରବିନ୍ଦ୍ର ନାୟକ । ପରିବାର ଲୋକଙ୍କ କହିବା କଥା, ବିଳମ୍ବିତ ରାତିରେ କିଛି ଡକାୟତ ହାତରେ ବନ୍ଧୁକ ଓ ଭୁଜାଲି ଧରି ମୁହଁରେ କପଡ଼ା ବାନ୍ଧି ଘର ଭିତରକୁ ପଶିଥିଲେ । ଏହାପରେ ସେମାନେ ପରିବାରର ସମସ୍ତ ସଦସ୍ୟଙ୍କୁ ବାନ୍ଧି ଦେଇ ଘରର ଆଲମିରା ଖୋଲିଥିଲେ ।

ଏଥିରେ ବିରୋଧ କରିବାରୁ ପରିବାରର ଜଣେ ସଦସ୍ୟଙ୍କୁ ଡକାୟତମାନେ ଭୁଜାଲିରେ ଆକ୍ରମଣ କରି ସୁନାଗହଣା ଓ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ଖବର ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:
ଆଠଗଡ଼ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ବ୍ରାହଣବସ୍ତ ଗ୍ରାମର ରବିନ୍ଦ୍ର ନାୟକଙ୍କ ଘରୁ ଚୋରି। ବିଳମ୍ବିତ ରାତିରେ ୬ ରୁ ୭ ଜଣ ଡକାୟତ ୬ ଭରି ସୁନା ଓ ୮ଠ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପରିବାର ଲୋକ କହିବା କଥା, ଡକାୟତି ମାନେ ହାତ ରେ ବନ୍ଧୁକ ଓ ଭୁଜାଲି ଧରି ମୁହଁରେ କପଡ଼ା ବାନ୍ଧି ଆସିଥିଲେ । ପରିବାରର ସମସ୍ତ ସଦସ୍ୟଙ୍କୁ ପ୍ରଥମେ ବାନ୍ଧି ଭୂଜାଲିରେ ଆକ୍ରମଣ କରି ଲୁଟ କରିଥିଲେ।ଡକାୟତ ମାନଙ୍କ ଆକ୍ରମଣରେ ପରିବାରର ଜଣେ ସଦସ୍ୟ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିଶ ପହଞ୍ଚି ତଦନ୍ତ ଆରମ୍ଭ କରିଛି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.