ETV Bharat / state

ମାତିଛନ୍ତି ଆନ୍ତଃରାଜ୍ୟ ଲୁଟେରା: ଦିନରେ ବୁଲାବିକାଳୀ, ରାତିରେ ଲୁଟ

କଟକ, ଭୁବନେଶ୍ୱର, ପୁରୀ,ମୟୁରଭଞ୍ଜ, ରାଉରକେଲା ଆଦି ସ୍ଥାନରେ ଗ୍ରୁପ କରି ଡକାୟତି କରୁଥିବା ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

author img

By

Published : Dec 10, 2019, 11:15 PM IST

ଅନ୍ତଃରାଜ୍ୟ ଡକାୟତ
ଅନ୍ତଃରାଜ୍ୟ ଡକାୟତ

କଟକ: ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି ରାତିରେ ଚୌଦ୍ବାର ଥାନା ନିକଟ ମୁଣ୍ଡାସାହିରୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ସୁନା, ଲୁହାରଡ଼,କଟୁରି, ଭୁଜାଲି, ଟର୍ଚ୍ଚଲାଇଟ ଆଦି ଜବତ କରିଛି ପୋଲିସ ।

ସାବଧାନ ମାତିଛନ୍ତି ଅନ୍ତଃରାଜ୍ୟ ଡକାୟତ !

ଏହି ଡକାୟତ ମାନେ ବିଶେଷକରି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ଆସିଛନ୍ତି । ଏମାନେ ଅନେକ ସମୟରେ ବେଲୁନ, ଖେଳନା ଆଦି ବିକ୍ରୟ କରି ଦିନରେ ଠାବ କରନ୍ତି । ରାତ୍ରି ସମୟରେ ଟାର୍ଗେଟ କରିଥିବା ଘରେ ପଶି ଡକାୟତି କରିଥାଆନ୍ତି । ଏହି ଡକାୟତ ମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ରହି ଡକାୟତି କରିଥାଆନ୍ତି । କଟକ, ଭୁବନେଶ୍ୱର, ପୁରୀ,ମୟୁରଭଞ୍ଜ, ରାଉରକେଲା ଆଦି ସ୍ଥାନରେ ଗ୍ରୁପ ହୋଇ ଡକାୟତି କରିଥାଆନ୍ତି ବୋଲି ସୂଚନା ଦେଇଛନ୍ତି ଡ଼ିସିପି ଅଖିଳେଶ୍ଵର ସିଂହ ।

ସମସ୍ତ ଅପରାଧୀ ମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ୧୦ରୁ ଉର୍ଦ୍ଧ୍ବ ମାମଲା ରହିଛି । ଏହି ଗ୍ରୁପର ମୁଖ୍ୟ ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି । ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କଟକ ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:୮ ଅନ୍ତଃରାଜ୍ୟ ଡକାୟତ ଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।ଗତକାଲି ରାତିରେ ଚୌଦ୍ୱାର ଥାନା ନିକଟ ମୁଣ୍ଡାସାହି ରୁ ଗିରଫ କରାଯାଇଛି।ସେମାନଙ୍କ ଠାରୁ ସୁନା,ଲୁହାରଡ଼, କଟୁରି,ଭୁଜାଲି ,ଟର୍ଚ୍ଚଲାଇଟ ଆଦି ଜବତ କରିଛି ପୋଲିସ।
ଏହି ଡକାୟତ ମାନେ ବିଶେଷକରି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ରୁ ଆସିଛନ୍ତି।ଏମାନେ ଅନେକ ସମୟରେ ବେଲୁନ ,ଖେଳନା ଆଦି ବିକ୍ରୟ କରି ଦିନରେ ଠାବ କରନ୍ତି।ରାତ୍ରି ସମୟରେ ଟାର୍ଗେଟ କରିଥିବା ଘରେ ପଶି ଡକାୟତି କରିଥାଆନ୍ତି ।ଏହି ଡକାୟତ ମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ରହି ଡକାୟତି କରିଥାଆନ୍ତି।କଟକ ,ଭୁବନେଶ୍ୱର, ପୁରୀ,ମୟୁରଭଞ୍ଜ, ରାଉରକେଲା ଆଦି ସ୍ଥାନରେ ଗ୍ରୁପ ହୋଇ ଡକାୟତି କରିଥାଆନ୍ତି।ସମସ୍ତ ଅପରାଧୀ ମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ୧୦ ରୁ ଉର୍ଦ୍ଧ୍ବ ମାମଲା ରହିଛି।ଏହି ଗ୍ରୁପ ର ମୁଖ୍ୟ ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି।ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କଟକ ଡିସିପି କହିଛନ୍ତି।

ବାଇଟ - ଅଖିଲେଶ୍ଵର ସିଂହ, କଟକ ଡିସିପି।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.