ETV Bharat / state

ଆଇନ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ - cuttack

କଟକ ମଧୁସୂଦନ କଲେଜ ହଷ୍ଟେଲର ଛାତ୍ରଙ୍କ ଆତ୍ମହତ୍ୟା । ମାତ୍ର କେଉଁ କାରଣ ପାଇଁ ଛାତ୍ର ଜଣକ ଏପରି ନିଷ୍ପତ୍ତି ନେଲେ ସେ ବିଷୟରେ ଜଣା ପଡିନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : May 19, 2019, 10:24 AM IST

Updated : May 19, 2019, 10:50 AM IST

କଟକ: ମଧୁସୂଦନ ଆଇନ କଲେଜ ହଷ୍ଟେଲରେ ଛାତ୍ରଙ୍କ ଆତ୍ମହତ୍ୟା । କେଉଁ କାରଣରୁ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି ତାହା ଵର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ମୃତକ ଜଣକ ଆଇନଜୀବୀ ପାଠ୍ୟକ୍ରମର ଦ୍ୱିତୀୟ ବର୍ଷ ଛାତ୍ର ଅଜିତ ସେଠୀ ବୋଲି ଜଣାପଡିଛି ।

ସୂଚନାମୁତାବକ, ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ହଷ୍ଟେଲ ରୁମରେ କେହି ନଥିବା ସମୟରେ ନିଜ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି ଛାତ୍ର ଜଣକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମୃତ ଛାତ୍ରଙ୍କ ଘର ଅନୁଗୋଳ ଜିଲ୍ଲାରେ ବୋଲି ଜଣାପଡିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପଚରାଉଚୁରା ଜାରି ରଖିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

କଟକ: ମଧୁସୂଦନ ଆଇନ କଲେଜ ହଷ୍ଟେଲ ରେ ଛାତ୍ରଙ୍କ ଆତ୍ମହତ୍ୟା । କେଉଁ କାରଣ ରୁ ଏହି ଆତ୍ମହତ୍ୟା ହୋଇଛି ତାହା ଵର୍ତମାନ ସୁଧା ବି ସନ୍ଦେହ ଘେରରେ । ମୃତକ ଜଣକ ଆଇନ ପାଠ୍ୟକ୍ରମ ର ଦ୍ୱିତୀୟ ବର୍ଷ  ଅଜିତ ସେଠି ବୋଲି ଜଣାପଡିଛି । 

ସୂଚନମୁତବକ , ଗତକାଲି ବିଳମ୍ବିତ ରାତ୍ରି ରେ ଏହି ଘଟଣା ଘଟିଥିଲା । ହଷ୍ଟେଲ  ରୁମ ରେ କେହି ନଥିଲା ବେଳେ ନିଜ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ ସେ । କେଉଁ କାରଣ ରୁ ଏଭଳି ଘଟଣା ଘଟିଛି ତାହା ଅସ୍ପଷ୍ଟ ରହିଛି । ମୃତକଙ୍କ ଘର ଅନୁଗୁଳ ଜିଲ୍ଲା ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳ ରେ ପହଁଚି ମୃତଦେହ କୁ ଉଦ୍ଧାର କରିବା ସହ ପଚରାଉଚୁରା ଜାରି ରଖିଛି । 
Last Updated : May 19, 2019, 10:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.