ETV Bharat / state

‘ଶ୍ରୀମନ୍ଦିର ସୁରକ୍ଷା ଓ ଯାତ୍ରୀଙ୍କ ସୁବିଧା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ’ - ମେଘନାଦ ପାଚେରୀ

ଶ୍ରୀମନ୍ଦିର ସୁରକ୍ଷା ଓ ଯାତ୍ରୀଙ୍କ ସୁବିଧା ସରକାରଙ୍କ ପ୍ରଥମ ଲକ୍ଷ୍ୟ । ସେଥିଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମେଘନାଦ ପାଚେରୀକୁ ଲାଗିଥିବା ଜବରଦଖଲ ଉଚ୍ଛେଦ ଚାଲିଛି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 21, 2019, 7:53 PM IST

କଟକ: ଶ୍ରୀମନ୍ଦିର ସୁରକ୍ଷା ଓ ଯାତ୍ରୀଙ୍କ ସୁବିଧା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ । ସେଥିଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମେଘନାଦ ପାଚେରୀକୁ ଲାଗିଥିବା ଜବରଦଖଲ ଉଚ୍ଛେଦ ଚାଲିଛି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଜବରଦଖଲ ଉଚ୍ଛେଦ ପରେ ମେଘନାଦ ପାଚେରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା ଜବର ଦଖଲ ଉଚ୍ଛେଦ ପ୍ରସଙ୍ଗରେ ମନ୍ତବ୍ୟ ରଖିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା।ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦେଶନାମା ଅନୁଯାୟୀ ଏହି ଜବର ଦଖଲ ଉଚ୍ଛେଦ ହେଉଥିବା ସେ ସୂଚନା ଦେଇଛନ୍ତି।ତେବେ ଶ୍ରୀମନ୍ଦିରର ସୁରକ୍ଷା ଓ ଯାତ୍ରୀଙ୍କ ସୁବିଧା ରାଜ୍ୟ ସରକାରଙ୍କ ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି।ଏହା ସହ ଶ୍ରୀମନ୍ଦିର ମେଘନାଦ ପାଚେରୀର ସୌନ୍ଦର୍ୟିକରଣ କରାଯିବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି।

ବାଇଟ - ପ୍ରତାପ ଜେନା, ଆଇନମନ୍ତ୍ରୀ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.